Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଓଡିଶା
୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନନରୁ ୫୫୩, ଲୋକାଲ କେସ୍ ୩୯୨ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ!-->…
ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ
ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ । ୫୮ ବର୍ଷ ବୟସରେ ଆଜି ପ୍ରାଣ ହରାଇଲେ ଡା. ଅଜୟ ପରିଡ଼ା । ମିଳିଥିବା ସୂଚନା ମୁତାବକ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ହୃଦଘାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।!-->…
ଆଜି ଓଡ଼ିଶା ବନ୍ଦ
ଆଜି ଓଡ଼ିଶା ବନ୍ଦ। ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପାଇଁ ଆହ୍ବାନ ଦିଆଯାଇଛି। ଏପଟେ ବନ୍ଦକୁ!-->…
ନାବାଳିକାକୁ ଦୁଷ୍କର୍ମ, ୫ ଅଟକ
କାଳିଆପାଣି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ୫ ଅଟକ । ତେବେ ଦୁର୍ବୁତ୍ତ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ହେଉଛି ଯାଜପୁର ଜିଲ୍ଲାର। ସୂଚନା ମୁତାବକ , ରବିବାର ଆନନ୍ଦପୁର ଅଞ୍ଚଳର ଜଣେ!-->…
“କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ” – ବିଧାୟକ ବିଜୟ ଶଙ୍କର ଦାସ
ଗତ କିଛିଦିନ ଧରି ବିବାଦ ଘେରରେ ଥିବା ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏବେ ମୁହଁ ଖୋଲିଛନ୍ତି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ଏତଦ୍ ବ୍ୟତୀତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କନାଁରେ!-->…
ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଦେଲେନି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ବିଧାନସଭାରେ ଭୋଟ୍ ଦେଲେ ୧୪୫ ବିଧାୟକ। ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଭୋଟ୍ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କିନ୍ତୁ କେବଳ ଭୋଟ୍ ଦେବାକୁ ଆସିଲେନି ବିଧାୟକ ପ୍ରଶାନ୍ତ!-->…
ଭାଇରାଲ ହେଲା ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କଲେ ଯାଜପୁର ଡିଇଓ
ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସସପେଣ୍ଡ ହେଲେ ଯାଜପୁର ଜିଲ୍ଲା ବାହାଦୁରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ବଡ଼ଚଣା!-->…
ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବାରୁ ମୋକିମଙ୍କୁ ପ୍ରଶଂସାରେ ପୋତିଲେ ଧର୍ମେନ୍ଦ୍ର
ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିରୁ ବାହାରକୁ ଯାଇ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ମୋକିମ ନିଜେ ମିଡିଆ ଆଗରେ ଏହି କଥା ସ୍ୱୀକାର କରିଛନ୍ତି। ଏହାକୁ ନେଇ ଓଡିଶା କଂଗ୍ରେସରେ!-->…
କୋଡ଼ିଏ ଜଣଙ୍କୁ ଆଜୀବନ ଜେଲ୍
ଗୋଟିଏ ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସରକାରୀ ଜମିର ଚାକୁଣ୍ଡା ଗଛକୁ କେନ୍ଦ୍ର କରି ୨୦୧୨ରେ କଣାସ ଥାନା ଗଳାଜିପିପୁରରେ!-->…
ସାଇବର ଲୁଟ୍ର ଶିକାର ହେଲେ ସରକାରୀ ଶିକ୍ଷକ
ସାଇବର ଲୁଟ୍ର ଶିକାର ହେଲେ ସରକାରୀ ଶିକ୍ଷକ। କ୍ରେଡିଟ୍ କାର୍ଡରୁ ସାଇବର ଠକ ନେଇଗଲେ ୭୩ ହଜାର ଟଙ୍କା। କ୍ରେଡିଟ୍ କାର୍ଡର ବାର୍ଷିକ ଫି’ ଛାଡ଼ ପାଇଁ ସାଇବର ଠକ ଫୋନ୍ କରିଥିଲେ। ସମସ୍ତ ତଥ୍ୟ ଏବଂ ଓଟିପି ନେବା ପରେ ଟଙ୍କା ନେଇଗଲେ ଦୁର୍ବୁତ୍ତ। ଖୋର୍ଦ୍ଧା ବାଣପୁରର ଏହି ଶିକ୍ଷକ ସାଇବର!-->…
