News portal website
before header
[URIS id=5393]

କ୍ୟାବିନେଟ ନିଷ୍ପତ୍ତି ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

0 137

ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‘JJM- ଜଳ ଜୀବନ ମିଶନ’, ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହା ଦ୍ଵାରା ୨ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୫, ୪୦୦ ଲୋକ ପାନୀୟ ଜଳ ସୁବିଧା ପାଇବେ। ପାନୀୟ ପ୍ରକଳ୍ପକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ୧୧୪ କୋଟି ୬୮ ଲକ୍ଷ ଖର୍ଚ୍ଚ ହେବ, ୨୪ ମାସରେ କାମ ସରିବ । ତେବେ ପୁରୀରେ ‘ଅବଢ଼ା’ ଯୋଜନାରେ ହେବ ବୋର୍ଡିଂ ଓ ରହଣୀ ସୁବିଧା ମଧ୍ୟ ହେବ। ଏଥିପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗ ହେବ। ଏବଂ ୨୪ ମାସରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। 

Notice
Leave A Reply

Your email address will not be published.