News portal website
before header
Browsing Category

ଓଡିଶା

ଝାରପଡା ଜେଲରେ ରାତି କାଟିଲେ ପାଠକ ବାପା-ପୁଅ

ଭୁବନେଶ୍ବର:  ତା-୨୮-୧୧-୨୦୨୦ ବିଳାସମୟ ଜୀବନ ଯାପନ କରୁଥିବା  ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନୂଆ ଠିକଣା ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ । ଉଭୟ ବାପା ଓ ପୁଅ ଜେଲରେ ରାତି କାଟିଛନ୍ତି ।  ସେମାନଙ୍କର କୋଭିଡ୍‌ ଟେଷ୍ଟ ହୋଇ ନଥିବାରୁ ଜେଲର ତାଙ୍କୁ…

ଧାରା 370 ଉଛେଦ ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ନିର୍ବାଚନ

ନୂଆଦିଲ୍ଲୀ: ତା-୨୮-୧୧-୨୦୨୦ ଜାମ୍ମୁ କାଶ୍ମୀରରେ ଧାରା 370 ହଟାଯିବା ପରେ ଆଜି (28 ନଭେମ୍ବର) ପ୍ରଥମ ଥର ପାଇଁ ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। 43 ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ…

ପରୀ ପାଇଁ ପୁଣି ବିଧାନସଭା ଅଚଳ

ଭୁବନେଶ୍ବର:  ତା-୨୮-୧୧-୨୦୨୦ ବିଧାନସଭାରେ ପୁଣି ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏର ଉତ୍ତର ଦେଇ, ଅନ୍ୟ ୩ଟିର ଦେଇନାହାନ୍ତି ।…

ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚର ପିଏମଜିରେ ପ୍ରତିବାଦ ।

https://youtu.be/W29283oBALU ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। http://www.austinnews.in https://www.facebook.com/AustinNewsMedia/ https://www.youtube.com/AustinNewsMedia https://twitter.com/AustinNewsMedia

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର:  ତା- ୨୭-୧୧-୨୦୨୦ ଓଡିଶାରୁ ମୌସୁମୀ ବିଦାୟ ନେଇ ଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୨୯ରେ ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ବାବୁ କହିଲେ ‘ମୋ ପୁଅର ମାସିକ ଦରମା କୋଟିଏ ‘

ଭୁବନେଶ୍ବର:  ତା-୨୭-୧୧-୨୦୨୦ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଗତକାଲିଠାରୁ ଜାରି ରହିଛି ଚଢାଉ ମିଳୁଛି ଅମାପ ସଂପତ୍ତି । ଗତକାଲି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍…

କୋଟିପତି ବାପ ପୁଅକୁ ରାତି ସାରା ଜେରା

ଭୁବନେଶ୍ବର:  ତା-୨୭-୧୧-୨୦୨୦ ଭିଜିଲାନ୍ସ ଇତିହାସର ସବୁଠାରୁ ବଡ ଚଢାଉ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆଜି ଗିରଫଦାରୀ ହୋଇପାରେ । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ…

ପରୀ ମୃତ୍ୟୁର ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର:  ତା-୨୭-୧୧-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଏନେଇ ବିଧାନସଭାରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  , ‘ମୋ  ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ…

ନାଗାର୍ଜୁନ ବେଶ ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା

ପୁରୀ: ତା-୨୬-୧୧-୨୦୨୦ ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ବଳବତ୍ତର ରହିବ। ବେଶ ଓଲାଗି ପରେ…

ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ

କଟକ: ତା-୨୬-୧୧-୨୦୨୦   କଟକ ବାଦାମବାଡି ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ଲାଗିଲା ନିଆଁ । ହଠାତ୍ ହୁତୁ ହୁତୁ ହୋଇ ଜଳି ଉଠିଲା ବସ୍ । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ…