News portal website
before header
[URIS id=5393]

ପରୀ ପାଇଁ ପୁଣି ବିଧାନସଭା ଅଚଳ

0 176

ଭୁବନେଶ୍ବର: 

ତା-୨୮-୧୧-୨୦୨୦

ବିଧାନସଭାରେ ପୁଣି ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏର ଉତ୍ତର ଦେଇ, ଅନ୍ୟ ୩ଟିର ଦେଇନାହାନ୍ତି । ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ କିଛି କହିଲେନି । ଆମ ଦାବି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା । ଏସଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ।” ଏପଟେ  ଗୃହରେ ହଟ୍ଟଗୋଳ, ହଙ୍ଗାମା ପାଇଁ ଦିନ ୩ଟା ଯାଏଁ ଗୃହ ମୁଲତବୀ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.