News portal website
before header
[URIS id=5393]

ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ

0 276

କଟକ:

ତା-୨୬-୧୧-୨୦୨୦

  କଟକ ବାଦାମବାଡି ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ଲାଗିଲା ନିଆଁ । ହଠାତ୍ ହୁତୁ ହୁତୁ ହୋଇ ଜଳି ଉଠିଲା ବସ୍ । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା।ବସର ନା ହେଉଛି ଶ୍ରୀମନ୍ଦିର। ବସ୍‌ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ  ସମ୍ପୂର୍ଣ୍ଣ ବସ୍ ଜଳିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.