News portal website
before header
Browsing Category

ଓଡିଶା

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା -୧୪-୧୨-୨୦୨୦ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା-୧୪-୧୨-୨୦୨୦ ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ…

ନଦୀରେ ବୁଡି ୨ ବାଳକ ମୃତ

ଭୁବନେଶ୍ୱର: ତା-୧୪-୧୨-୨୦୨୦ କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ…

ଓଟିଭିକୁ ବାନ୍ଧିଲେ:ପୋଲିସ କର୍ମଚାରୀଙ୍କୁ କେବେ?

ଭୁବନେଶ୍ବର: ତା-୧୪-୧୨-୨୦୨୦ ଭୁବନେଶ୍ବର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। FIRରେ ନାଁ ଥିବା ୪ ଜଣଙ୍କୁ ଗତକାଲି ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର…

ଆଜି ରାଜ୍ୟ କ୍ୟାବିନେଟ : ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ବର: ତା-୧୪-୧୨-୨୦୨୦ ଆଜି ସଂଧ୍ୟା 5ଟାରେ ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ…

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ବନ୍ଦ

ବରଗଡ : ତା-୧୩-୧୨-୨୦୨୦ ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୋରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବାତିଲ। DRDA ଅଫିସରେ ଧନୁଯାତ୍ରା କମିଟି ବୈଠକରେ ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ। ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରା ସମେତ…

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ତା-୧୩-୧୨-୨୦୨୦ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଘରୋଇ ସ୍କୁଲର ଅଭିଭାବକ।ଅଭିନବ ଉପାୟରେ ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଘରୋଇ ସ୍କୁଲ ପିଲାଙ୍କ ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ମନ୍ତ୍ରୀଙ୍କ ହସ୍ତକ୍ଷପ କରିବା ପାଇଁ ଅଭିଭାବକ…

ପୁଣି ଏକ ହେବେ ଭକ୍ତ ଓ ଭଗବାନ: ଡିସେମ୍ବର ୨୦ରୁ ୨୫ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ତା-୧୨-୧୨-୨୦୨୦ ଶ୍ରୀ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ। ପୁଣି ଏକ ହେବେ ଭକ୍ତ ଓ ଭଗବାନ। କାରାଣ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି…

ପରୀ ହତ୍ୟା ମାମଲା: IIC ସସ୍‌ପେଣ୍ଡ,SDPO ବଦଳି

ଭୁବନେଶ୍ବର: ତା-୧୧-୧୨-୨୦୨୦ ନୟାଗଡ଼ର ବହୁ ଚର୍ଚ୍ଚିତ କୋମଳମତି ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ଥାନା IIC ରୀତାରାଣୀ ସାହୁ । ଏହା ବ୍ୟତୀତ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ମାମଲାରେ ଏହି ଦୁଇ ଅଧିକାରୀ ପ୍ରଥମରୁ…

ଆସନ୍ତା ମାସରେ ଖୋଲିବ ସ୍କୁଲ ଓ କଲେଜ

ଭୁବନେଶ୍ଵର: ତା-୧୦-୧୨-୨୦୨୦ ଲକଡାଉନ ଓ କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଆସନ୍ତା ମାସରୁ ସ୍କୁଲ ଓ କଲେଜ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି। ଏ ନେଇ ଡିସେମ୍ବର ମାସରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ସଙ୍କେତ…