Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
“ଶତାବ୍ଦୀର ଆର୍ତ୍ତନାଦ”-ପଦ୍ମଭୂଷଣ ଡଃ.ମନୋଜ ଦାସଙ୍କ ପରଲୋକ!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୪-୨୦୨୧
ମହାନ୍ ସାରସ୍ଵତ ସାଧକ , ସର୍ବାଧିକ ଜନପ୍ରିୟ ସ୍ରଷ୍ଟା ପଦ୍ମଭୂଷଣ ଡଃ ମନୋଜ ଦାସ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ବହୁମୁଖି ପ୍ରତିଭାଦୀପ୍ତଙ୍କ ଅଵର୍ତ୍ତମାନ ରେ ଦୁଃଖ ଅବର୍ଣ୍ଣନୀୟ, ଶୂନ୍ୟସ୍ଥାନ ଅପୂରଣୀୟ ।
!-->!-->!-->!-->!-->!-->!-->…
ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରୁ ନିସ୍ତାର ନାହିଁ
ଅଷ୍ଟିନ୍ ନ୍ୟୂଜ୍ /ଭୁବନେଶ୍ୱର
27/04/2021
ସାରା ରାଜ୍ୟରେ ଭୀଷଣ ତାତି । କଲବଲ ସାରା ଓଡ଼ିଶା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ । ସେଥିରୁ ୬ ସହର ୪୨ ଡିଗ୍ରୀରୁ ଅଧୂକ ତାତିରେ ସିଝିଛି ସୋମବାର । ବୌଦ୍ଧରେ ସର୍ବାଧୂକ ତାପମାତ୍ରା ୪୩!-->!-->!-->!-->!-->…
“ସତ ହୋଇଥିଲେ ସାଂଘାତିକ ” ତଦନ୍ତ ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାପାଳ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୬-୦୪- ୨୦୨୧
"ଅଷ୍ଟିନ୍ ନ୍ୟୁଜ୍ ପ୍ରଭାବ"। "ସତ ହୋଇଥିଲେ ସାଂଘାତିକ " ତଦନ୍ତ କରିବେକି ଯାଜପୁର ଜିଲ୍ଲାପାଳ? ଅଷ୍ଟିନ୍ ନ୍ୟୁଜ୍ ରେ ଖବର ହେବାର ଚବିଶଘଣ୍ଟା ମଧ୍ଯରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଦପ୍ତରରୁ ନିର୍ଦ୍ଦେଶ ଆସିଛି।
!-->!-->!-->!-->!-->!-->!-->!-->!-->!-->!-->…
“ସତ୍ଯ ନଗର ମଶାଣୀ”ର ଅପ୍ରିୟ ସତ୍ଯ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୨୭-୦୪-୨୦୨୧
ଶ୍ମଶାନର ପୂର୍ବ ରେକର୍ଡ କହୁଛି, ଗତବର୍ଷ ମାର୍ଚ୍ଚ ଶେଷ ବେଳକୁ ସାରା ରାଜଧାନୀରେ କୋଭିଡ୍ର ପ୍ରଥମ ଲହର ଖେଳିଥିଲା । ୨୦୨୦ ଏପ୍ରିଲ୍ରୁ ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୮୬ ଜଣ କୋଭିଡ୍ ରୋଗୀଙ୍କ ଶବସତ୍କାର ହୋଇଥିଲା । ପ୍ରଥମ!-->!-->!-->!-->!-->!-->…
MKCG ରେ ଅଗ୍ନିକାଣ୍ଡ
ଅଷ୍ଟିନ୍ ନ୍ୟୁଜ୍/ବ୍ରହ୍ମପୁର
ତା-୨୬-୦୪-୨୦୨୧
ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମିଳୁଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯିବ ପାଇଁ ପଦକ୍ଷେପ ନିଆଯାଇଛି। ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି ବୋଲି!-->!-->!-->!-->!-->…
ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍ଲାଇନ୍ ଜାରି କଲା ଶିକ୍ଷା ବିଭାଗ
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୬/୦୪/୨୦୨୧
ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା!-->!-->!-->!-->!-->…
CMRF ଫଣ୍ଡସକୁ ଶ୍ରୀମୟୀଙ୍କ ଦାନ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୬-୦୪-୨୦୨୧
ଓଟିଡିସିର ଅଧ୍ଯକ୍ଷା ଶ୍ରୀମୟୀ ସ୍ବେତା ସ୍ନିଗ୍ଧା ମିଶ୍ର ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକଲକ୍ଷ ଟଙ୍କା ଦାନ କରିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ!-->!-->!-->!-->!-->!-->!-->!-->!-->!-->…
“ଜଣେ ଲେଖକର ଅପମୃତ୍ୟୁ”…….ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ।
ଜଣେ ଲେଖକର ଅପମୃତ୍ୟୁ..............
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା!-->!-->!-->!-->!-->!-->!-->…
ଗ୍ରୀଷ୍ମ ତାପ ଠାରୁ ରକ୍ଷା ପାଇବା ପାଇଁ ସହାୟକ; କାକୁଡି
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ!-->…
ବେକାବୁ “ଗଞ୍ଜାମ”
କଠୋର ହେଉଛି ଗଞ୍ଜାମ ସ୍ଥିତି
ଆକ୍ସନ ମୋଡରେ ଗଞ୍ଜାମ ପ୍ରଶାସନ: କାଲିଠୁ ମେ ୨ ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ!-->!-->!-->!-->!-->!-->!-->…
