News portal website
before header
Browsing Category

ଅପରାଧ

ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା

TPCODLନାଁରେ ମିଛ ମେସେଜ ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ।  ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ୨ ଲକ୍ଷ ୭୫ ହଜାର। ଟଙ୍କା ଲୁଟ୍ ନେଇ ସାଇବର ଥାନାରେ ଅଭିଯୋଗ

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଡ୍ରାଇଭରଙ୍କୁ ମିଳିଲା ଜାମିନ

କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦ ଘେରରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ନାଁରେ ମାମଲା ରୁଜୁ କରିଛି ସୋନପୁର ପୁଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ

ଚଳନ୍ତା ଟ୍ରେନ୍ ରେ ଛୁରା ମାଡ଼ ଜଣେ ମୃତ

ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଗଂଜାମ ରେଳଷ୍ଟେସନ ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ । କୌଣସି କାରଣକୁ ନେଇ ୨ ଯାତ୍ରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଜଣେ ଯାତ୍ରୀଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ପଶ୍ଚିମବଙ୍ଗର ବାହାଦୁରପୁର

ପାରିବାରିକ କଳହରୁ ଆତ୍ମହତ୍ୟା ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି। ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ

କ୍ରାଇମବ୍ରାଞ୍ଚ କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ

କ୍ରାଇମବ୍ରାଞ୍ଚ EOW କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ । ଲୋନ ଆପ ନିର୍ଦ୍ଦେଶକକୁ ଦିଲ୍ଲୀରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଲୋକଙ୍କୁ ଅନଲାଇନରେ ଇନଷ୍ଟାଣ୍ଟ୍‌ ଲୋନ ଦେବାକୁ କହି ଠକୁଥିଲେ । ଦେଶର ୫୦ହଜାର ଲୋକଙ୍କୁ ଠକିଥିବା ସୂଚନା ।ଗିରଫ ଅଭିଯୁକ୍ତର ଚାଇନା ପର୍ଯ୍ୟନ୍ତ ଲିଙ୍କ ଥିବା

ପ୍ରଶାସନକୁ ଚ୍ଯାଲେଞ୍ଜ କରି ନଦୀପଠା ତାଡୁଛନ୍ତି ଅଚ୍ଯୁତବସନ୍ତ ମାଟି ଦଲାଲ।

ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର ଗୁଇନ୍ଦା ଏଜେଣ୍ଡା। ଆଦର୍ଶ ତହସିଲଦାର ନେବେ କି ଆକ୍ସନ? ଏ ନେଇ ଉଠୁଛି ପ୍ରଶ୍ନ? ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୦୧-୦୬-୨୦୨୨ ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର

ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୨୧-୦୫-୨୦୨୨ ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ ।ଗୁଳି ଖାଇଥିବା ବ୍ଯକ୍ତି ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।ଘଟଣା ସ୍ଥଳରୁ ଗୋରୁ ବୋଝେଇ ଟ୍ରକ ଜବତ

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ବେଳେ ଅନନ୍ତ ନାରାୟଣ ଗିରଫ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୦-୦୫-୨୦୨୨ ବଡ଼ଚଣାର ବିଜେଡି ନେତା ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ।ରେଭେନ୍ୟୁ ଇନସପେକ୍ଟର (RI)ଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ସୂଚନା ଅନୁଯାୟୀ ଏକ ଜାଲ

ପୋଲିସ କବଜ୍ଜାରେ ବାଇକ ଲୁଟେରା!

ଅଷ୍ଟିନ୍ ନ୍ଯୁଜ/କଟକ ତା-୦୨-୦୫-୨୦୨୨ ଦୀର୍ଘଦିନ ଧରି ବାଇକ ଲୁଟ କରି ଆସୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ।ଯାଜପୁର ଜିଲ୍ଲାର କୁଖ୍ୟାତ ବାଇକ ଲୁଟେରା,ଜେନାପୁର ଥାନା ଅନ୍ତର୍ଗତ ମୁରାରିପୁର(ବାଲିସାହି)ଗ୍ରାମର ସ୍ବର୍ଗତ ଅନୁକୂଳ ଜେନାଙ୍କ ପୁଅ ଚଗଲି ଜେନା,କେନ୍ଦୁଝର ଜିଲ୍ଲା