News portal website
before header
[URIS id=5393]

ମାତିଛନ୍ତି ସାଇବର ଠକ ଏସି ମରାମତି ନାଁରେ ୯୨ ହଜାର ଚୂନ

0 183

ଓଡ଼ିଶାରେ ମାତିଛନ୍ତି ସାଇବର ଠକ। ଏସି ମରାମତି ନାଁରେ ୯୨ ହଜାର ଚୂନ ଲଗାଇଲେ ସାଇବର ଠକ। ଜଣେ ସରକାରୀ କର୍ମଚାରୀଙ୍କୁ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।  ଅନ୍‌ଲାଇନରେ ଏସି ମରାମତି ସାଇଟ୍ ଖୋଜି ଠକେଇର ଶିକାର ହୋଇଛନ୍ତି କର୍ମଚାରୀ। ଲିଙ୍କ୍ ପଠାଇ ରେଜିଷ୍ଟ୍ରେସନ କରିବାକୁ କହି ଠକି ନେଲା ସାଇବର ଠକ।

Notice
Leave A Reply

Your email address will not be published.