News portal website
before header
[URIS id=5393]

ସୁନ୍ଦରଗଡ଼ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ସସପେଣ୍ଡ

0 189

ନିଲମ୍ବିତ ହେଲେ ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ମହିଳା ଥାନା ଅଧିକାରୀ ଜଣକ ଏକ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ ସୁନା । ବର୍ତ୍ତମାନ ଏହି ଘଟଣାରେ ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଗାଡ଼ି ଡ୍ରାଇଭରଙ୍କୁ ଗିରଫ ପରେ ଜାମିନ ମିଳିଛି। 

Leave A Reply

Your email address will not be published.