News portal website
before header
[URIS id=5393]

ଚଳନ୍ତା ଟ୍ରେନ୍ ରେ ଛୁରା ମାଡ଼ ଜଣେ ମୃତ

0 147

ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଗଂଜାମ ରେଳଷ୍ଟେସନ ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ । କୌଣସି କାରଣକୁ ନେଇ ୨ ଯାତ୍ରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଜଣେ ଯାତ୍ରୀଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ପଶ୍ଚିମବଙ୍ଗର ବାହାଦୁରପୁର ଅଞ୍ଚଳର ପ୍ରସନ୍ନଜିତ ଗରାଇ। ଅନ୍ୟପକ୍ଷରେ ଆକ୍ରମଣକାରୀ ରାଜୀବକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । 

Leave A Reply

Your email address will not be published.