ଆଜି ଭଜନ ସମ୍ରାଟଙ୍କ ଶୁଭ ଜନ୍ମଦିନ
କଟକ /ଅଷ୍ଟିନ୍ ନ୍ୟୁଜ
ତା - ୨୫-୦୫-୨୦୨୧
ଓଡ଼ିଆ ଭଜନ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ହେଉଛି ଜନ୍ମଦିନ। ଓଡ଼ିଆ ଭଜନ କୁ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ଈଶ୍ବରଦତ୍ତ ଅମୃତ କଣ୍ଠରେ ଗାଇଯାଇଛନ୍ତି ଅନେକ୍ ଭଜନ ଓ ଜଣାଣ। ସେ ଗାଇଥିବା!-->!-->!-->!-->!-->…
