News portal website
before header

କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି…

୫୧ରେ ପାଦ ଥାପିଲେ ରାହୁଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । କରୋନା ମହାମାରୀ ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୯ରେ…

ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କେନ୍ଦୁଝର ଜିଲ୍ଲା ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ ।ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ ଗାଁରେ ହାତୀ ଉପଦ୍ରବ ଜାରି ରହିଛି।ଗତ ୧୭ ତାରିଖରେ…

ଭିଜିଲାନ୍ସ ମହାନିର୍ଦ୍ଦେଶକ ଙ୍କ କରୋନାରେ ଦେହାନ୍ତ।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର ତା-୧୯-୦୬-୨୦୨୧ ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଅନୁପମ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ।କୋଭିଡ୍ରେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ। ନିକଟ ଅତୀତରେ ଏୟାର ଲିଫ୍ଟଙ୍ଗରେ କୋଲକାତା ଯାଇ ଚିକିତ୍ସିତ…

ରାଜ୍ୟରେ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୬-୨୦୨୧ ରାଜ୍ୟରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା । କାଲି ସକାଳ ୮ଟା ୩୦ ଯାଏଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,…

ବୁଲବୁଲଙ୍କ ନାଚ ମହଙ୍ଗା ପଡିଲା;ସସପେଣ୍ଡ ସୁକିନ୍ଦା ତହସିଲଦାର!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୧୮-୦୬-୨୦୨୧ ବୁଲବୁଲଙ୍କୁ ଲାଲ ନାଚ ମହଙ୍ଗା ପଡିଛି। ଗୀତରେ ତାଳେ ତାଳେ ଠୁମକା ମାରି ଚର୍ଚ୍ଚାରେ ଥିବା ବୁଲବୁଲ ଏବେ ସସପେଣ୍ଡ।ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ କଥା। କିଛିଦିନ ତଳେ ଭାଇ…

କୋଭିଡ୍‌ ମୃତ୍ୟୁ ସଂଖ୍ୟା କୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୬-୨୦୨୧ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଜାଣିବା ନିମନ୍ତେ ଏକ ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ…

କରୋନାର ଦେବଦୂତ ସାଜିଲେ ତପନ : ସ୍ବାଗତ କଲେ ବର୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୬-୨୦୨୧ କରୋନାର ଦେବଦୂତ ସାଜିଲେ ତପନ ଆଜି ଅପରାହ୍ନ ସମୟରେ କପ୍ତିପଦା ଥାନା ଆଇ. ଆଇ.ସି . ହାତରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ପାଇଁ ଏକ ନୂଆ ଯାନକୁ ଉଦଘାଟନ କରି ଅଛନ୍ତି । କରୋନା ସମୟରେ ସାଧାରଣ ଲୋକଙ୍କ ପାଖରେ ମାଗଣା ସେବା ମାଧ୍ୟମରେ…

ପାନୀୟ ଜଳ ପାଇଁ ଅନଶନ।

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ ଉଦଳା-ଚନ୍ଦ୍ରଶେଖର ପରିଡା ତା-୧୮-୦୬-୨୦୨୧ ରାଜ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ସମସ୍ତ ଲୋକଙ୍କ ପାଇଁ ଯୋଗାଇ ଦେବାର ସରକାରୀ ଯୋଜନା ରହିଛି।ତାହା ବିଶେଷ କରି ଗାଁରେ ଠିକ ଭାବରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରୁନାହିଁ।ଫଳରେ ଲୋକମାନେ ବହୁତ…

ପ୍ରଧାନମନ୍ତ୍ରୀ ମୋଦି ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ବିଶ୍ୱର ସବୁଠାରୁ ଗ୍ରହଣୀୟ ନେତା!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୬-୨୦୨୧ କରୋନା କାଳରେ ଅକ୍ଷୁର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଦୁନିଆର ସବୁଠାରୁ ଗ୍ରହଣୀୟ ନେତା ବିବେଚିତ ହୋଇଛନ୍ତି ନମୋ । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା…