୨୪ ଶ୍ରମିକ ଦାଦନ ଚାଲାଣ ବେଳେ, ପାପଡାହାଣ୍ଡି ପୋଲିସର ଚଢାଉ;ଦୁଇ ଗିରଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୬-୨୦୨୧
ନବରଙ୍ଗପୁରରେ ପୁଣି ୨୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହ , ତେଲେଙ୍ଗାନର ଏକ ଘରୋଇ ବସ ଅଟକ ରଖିଛି ପାପଡାହାଣ୍ଡି ପୋଲିସ ।ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ ହେଉଥିବା ଖବର ପାଇ!-->!-->!-->!-->!-->…
