News portal website
before header

ଉଦଳା ଉପ ଡାକଘର ଅବସ୍ଥା ସୁଧିରିବ କେବେ ?

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ ତା-୦୬-୦୭-୨୦୨୧ କପ୍ତିପଦା ଉପଖଣ୍ଡର ଉଦଳାରେ ଉପ ଡାକଘରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଓ ଗାଁମାନଙ୍କର ଡାକଘର ଖୋଲି ସମସ୍ତ ନାଗରିକମାନଙ୍କୁ ସୁବିଧା ଦେବାର ଯୋଜନା ଆଜି ବାଟବଣା ହେବାକୁ ଯାଉଛି ।…

ସନ୍ଧ୍ୟାରେ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ, ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ହେବ ଚର୍ଚ୍ଚା !

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ ଚଳିତ ସପ୍ତାହରେ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ ବସିବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ…

ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ କରୋନା ପଜିଟିଭ୍ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ବ୍ରିଟେନ ରେ କରୋନା ଉଠିବାକୁ ନେଇ ଚାଲିଛି ବିଚାର ବିମର୍ଷ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ କରୋନା ଓ ଟିକାକରଣକୁ ନେଇ ବ୍ରିଟେନରୁ ଏକ ଭଲ ଖବର ଆସିଛି । ବ୍ରିଟେନରେ କରୋନା କଟକଣାକୁ ପୂରା ଉଠାଇ ଦିଆଯିବ । ଏଣିକି ଲୋକ ବିନା ମାସ୍କ ଓ ସାମାଜିକ ଦୂରତା ବିନା ବୁଲି ପାରିବେ । ଟିକାକରଣ ସହ କରୋନାର ବଢ଼ୁଥିବା…

କେନ୍ଦ୍ରୀୟ ଟିମର ଆଜି ପୁରୀ ଓ ଜଗତସିଂହପୁର ଗସ୍ତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ ରାଜ୍ୟରେ କରୋନା ସଂକ୍ରମଣ କମୁନଥିବା ପ୍ରଶାସନ ପାଇଁ ଚିନ୍ତା ବଢାଇଥିବାରୁ କେନ୍ଦ୍ରୀୟ କୋଭିଡ ଟିମ୍ ଆଜି ପୁରୀ ଓ ଜଗତସିଂହପୁର ଗସ୍ତ କରି ସେଠାକାର ସଂକ୍ରମଣ ସ୍ଥିତି ସମୀକ୍ଷା କରିବେ । ଗତକାଲିଠାରୁ ଦୁଇଜଣିଆ କୋଭିଡ…

ସିବିଏସଇ ପାଠରେ ପରିବର୍ତ୍ତନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ କରୋନା ମହାମାରୀରେ ଶିକ୍ଷା ବ୍ୟବସ୍ଥା ବ୍ୟାପକ ବାଧାପ୍ରାପ୍ତ ହୋଇଛି । ସେଥିଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାରେ ପରିବର୍ତ୍ତନ ଆଣିଛି । ୨୦୨୧-୨୨…

ସବୁ କଲେଜ ଓ ବିଶ୍ବବିଦ୍ୟାଳୟ ଆଜିଠାରୁ ଖୋଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୭-୨୦୨୧ ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି । ସମସ୍ତ କର୍ମଚାରୀ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର…

ଅକ୍ଟୋବରରୁ ବଢିଚାଲିବ ୩ୟ ଲହର ସଂକ୍ରମଣ ସଂଖ୍ଯା:ବରିଷ୍ଠ ବିଶେଷଜ୍ଞଙ୍କ ଆକଳନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୭-୨୦୨୧ କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା…

ଦୈନିକ ସଂକ୍ରମଣ ୨୮୦୩

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୭-୨୦୨୧ ଟ୍ବିନସିଟିରେ କରୋନା ସଂକ୍ରମଣ କମୁଥିବା ଜଣାପଡିନି । ସମାନ ପରିସ୍ଥିତି ବଳବତ୍ତର ରହିଥିବାବେଳେ ବିଶେଷ ପରିବର୍ତ୍ତନ ଦେଖାଯାଇନି । ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଜାପାନରେ ବର୍ଷା ହୋଇ ଧସିଲା ପାହାଡ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୭-୨୦୨୧ ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର…