News portal website
before header

ବ୍ରିଜରୁ ମହାନଦୀକୁ ଡେଇଁ ବିଜେବି କଲେଜ୍ ଅଧ୍ୟାପକ ପ୍ରଫେସର ଦେବାଶିଷ ଦାସ ନିଖୋଜ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ସବୁ ଠିକ୍ ଠାକ ଲାଗୁଥିଲା, ରାସ୍ତାରେ ଗାଡି ମୋଟର ମଧ୍ଯ ଯାଅ ଆସ କରୁଥିଲା, ହେଲେ କେହି କିଛି ବୁଝିବା ଆଗରେ ହଠାତ୍ ଏକ ଜଗତପୁର ବ୍ରିଜ ତଳେ କିଛି ଗୋଟାଏ ଶଦ୍ଦ ହେଲା। ଲୋକ ରୁଣ୍ଡ ହୋଇ…

ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୫-୨୦୨୧ ଓଡିଶା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଯାଉଛି, ବିଶେଷ କରି ଦିମାଗର ଗେମ "ଚେସ" ଓପରେ ରାଜ୍ଯ ସରକାର ପ୍ରାଧାନ୍ଯ ଦେବାକୁ ଯାଉଛନ୍ତି । ଗ୍ରାଣ୍ଡମାଷ୍ଟର ପ୍ରବୀଣ ଥିପେସୀଙ୍କ ଅଧ୍ଯକ୍ଷତାରେ ଏକ ସାତ ଜଣିଆ ଯୋଜନା ଓ…

ଆମେରିକା ହସ୍ତାନ୍ତର କରିଥିବା ୧୫୭ ଉପହାର ଧରି ସ୍ବଦେଶ ବାହୁଡିଲେ ପିଏମ୍ ମୋଦୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆମେରିକା ଗସ୍ତ ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଙ୍ଗରେ ନେଇ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ।ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭…

ଜନ୍ମମାଟିରେ ପହଞ୍ଚିଲା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମର ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସୀତାରାମଙ୍କୁ ଝୁରୁଛି ଜନ୍ମମାଟି। ଉଦ୍ଧାର କାର୍ଯ୍ୟରେ ସେ ଧୁରନ୍ଧର ଥିଲେ। ଅନେକ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରୁଥିବା ଲୋକଟି ଏମିତି ଏକ ଅପରେସନ୍‌ ବେଳେ ଜୀବନ ଚାଲିଯିବାକୁ କେହି ବି କଳ୍ପନା କରିପାରୁ ନାହାନ୍ତି। ଆଜି…

ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ : ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲାବ’ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ସମୁଦ୍ର ଭିତରେ ବାତ୍ୟା ଏବେ ଘଂଟା ପ୍ରତି ୭କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି…

ବାତ୍ୟା ପାଇଁ ୨୬ଟି ଟ୍ରେନ୍‌ ବାତିଲ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଯୋଗୁଁ ୨୬ଟି ଟ୍ରେନ୍‌ ବାତିଲ କରାଯାଇଛି । ଏ ନେଇ ଭାରତୀୟ ରେଳବାଇ ତରଫରୁ ସୂଚନା…

ଜାତିସଂଘରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଫୟାର ବ୍ରାଣ୍ଡ୍ ଅଫିସର୍‌ ସ୍ନେହା ଦୁବେଙ୍କ କରାରା ଜବାବ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ଦେଶର ପ୍ରଥମ ସଚିବ ସ୍ନେହା ଦୁବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କରାରା ଜବାବ ଦେଇଛନ୍ତି। ସେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ସହଯୋଗ…

ମାଡି ଆସୁଛି ବାତ୍ୟା ‘ଗୁଲ୍‌-ଆବ୍’ : ମୁକାବିଲା ପାଇଁ ୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ‘ଗୁଲ୍‌-ଆବ୍’। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ରବିବାର ଦିନ ଅର୍ଥାତ୍ ଆଜି ରାତି ପ୍ରାୟ ୮ଟାରେ…

ଆସନ୍ତା କାଲି ଭାରତ ବନ୍ଦ : ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପୁଲିସକୁ ସତର୍କ କଲେ ସରକାର

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆସନ୍ତାକାଲି ଭାରତ ବନ୍ଦ। ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାରେ ପୁଲିସକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।…

ପିପିଲି ବାସୀଙ୍କୁ ସତ୍ଯ ନାୟକଙ୍କ ଜବରଦସ୍ତ ଜବାବ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୫-୦୯-୨୦୨୧ "ପିପିଲି ଉପ-ନିର୍ବାଚନ ପ୍ରଚାର ବେଳେ ଅନେକ ଲୋକଙ୍କର ଗୋଟିଏ ପ୍ରଶ୍ନ ଥିଲା, ଭାଇ, କଣ କଂଗ୍ରେସ ପାରିବ ଏଥର?ମୋର ଉତ୍ତର ହେଉଛି, ଏଥର ପିପିଲିବାସୀ ପାରିବା ଦରକାର।"ପିପିଲି ପଲିଟିକ୍ସ ଆଉ ପାଞ୍ଚ ଦିନ ପରେ ପିପିଲି…