News portal website
before header

ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାର କରିବେ ସାସଂଦ ଅପରାଜିତା ଷଡ଼ଙ୍ଗୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଜମୁଛି ପିପିଲି ନିର୍ବାଚନୀ ପ୍ରଚାର। ମାଳମାଳ ନେତା ମନ୍ତ୍ରୀ ଏବେ ପିପିଲି ମୁହାଁ। ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଏହି କ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା…

ବାତ୍ୟା ‘ଗୁଲାବ୍‌’ ରେ ଜନ୍ମ ନେଲେ ୪୧ ଶିଶୁ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ବିଶେଷ କରି ଏହି ସାମୁଦ୍ରିକ ଝଡ଼ ପାଇଁ ଗଞ୍ଜାମ ,ଗଜପତି ଜିଲା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…

ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଶପଥ ନେଲେ ଜିତିନ ପ୍ରସାଦଙ୍କ ସମେତ ୭ ମନ୍ତ୍ରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ୨୦୨୨ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଯୋଗୀ ମନ୍ତ୍ରୀ ମଣ୍ଡଳରେ ୭ ନୂଆ ମୁହଁ ସାମିଲ ହୋଇଛନ୍ତି । ଗତ କିଛିଦିନ ତଳେ ହାତ ଛାଡ଼ି ପଦ୍ମ ଧରିଥିବା ଜିତିନ୍…

ରାଜ୍ୟରେ ୭୩% ଲୋକଙ୍କ ଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି : ସେରୋ ସର୍ଭେ ଫଳାଫଳ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରାଜ୍ୟର ୧୨ ଜିଲ୍ଲାର ସେରୋ ସର୍ଭେ ଫଳାଫଳ ଘୋଷଣା କରିଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଜ୍ୟରେ ୭୩% ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବେଳେ ୯୩%…

ଓଡ଼ିଶା ଉପରୁ ଟଳିଲା ବାତ୍ୟା ‘ଗୁଲାବ’ ବିପଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ସନ୍ଥଗୁଡ଼ାଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’ । ଗତକାଲି ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି…

ଆଜି ଭାରତ ବନ୍ଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆଜି ଅର୍ଥାତ୍ ସୋମବାର (ସେପ୍ଟେମ୍ବର ୨୭) ଭାରତ ବନ୍ଦ। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁସାରେ ଆଜି ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । କେନ୍ଦ୍ର ସରକାରଙ୍କ ୩ଟି…

କଳିଙ୍ଗପାଟନମ୍‌ର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଗୁଲାବ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଗୁଲାବ’। ଏହା ଦ୍ବାରା ଓଡ଼ିଶା ଉପରୁ ବିପଦ ଟଳିଛି। ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ…

କଟକ ଜଗତପୁରରୁ ମୃତ ହାତୀ ଉଦ୍ଧାର…. ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜରୁ ହାତୀଟି ଭାସି ଆସିଥିଲା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ। ଗତ ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍ ରୁ ଭାସି ଯାଇଥିବା ଦନ୍ତା ହାତୀର ମୃତଦେହ ଆଜି ଉଦ୍ଧାର ହୋଇଛି । କଟକ ଜଗତପୁର ନିକଟ ସାତବାଟିଆରୁ ମୃତ ହାତୀର ଶବ ଉଦ୍ଧାର ହୋଇଛି। ରବିବାର ଅର୍ଥାତ୍ ଆଜି…

ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ଆରକ୍ଷଣ ମିଳିବା ଆବଶ୍ୟକ : ପ୍ରଧାନ ବିଚାରପତି ଏନ.ଭି. ରାମନା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଭାରତର ପ୍ରଧାନ ବିଚାରପତି ଏନ.ଭି. ରାମନା କହିଛନ୍ତି ନ୍ୟାୟପାଳିକାରେ ମହିଳାଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ରହିବା ଆବଶ୍ୟକ। ଏହା ସଙ୍ଗେ ସଙ୍ଗେ ଦେଶର ଆଇନ ମହାବିଦ୍ୟାଳୟ ଗୁଡିକରେ ସମାନ ସଂରକ୍ଷଣର ଦାବିକୁ ମଧ୍ୟ ସମର୍ଥନ…

କଳିଙ୍ଗାପାଟନମ୍-ଗୋପାଳପୁର ମଧ୍ୟରେ ଗତି କରିବ କରିବ ସାମୁଦ୍ରିକ ଝଡ଼ ” ଗୁଲାବ “

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଗୋପାଳପୁରର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଗୁଲାବ୍‌’। ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆଜି ଭୋରରୁ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ…