ଅମର ଭାଙ୍ଗିବେ ଅମରଙ୍କ ଗଡ।ରାଜନୀତିରେ ସ୍ଲିପର ସେଲ “ଯୁବପୀଢି”!
ଅମର ଭାଙ୍ଗିବେ ଅମରଙ୍କ ଗଡ!
ଯାଜପୁର
ତା-୧୩-୦୧-୨୦୨୧
ରାଜ୍ୟ ରାଜନୀତି ଦିନକୁ ଦିନ କଳୁଷିତ ହେଉଥିବା ବେଳେ, ସରକାରୀ ଦଳର କଳ, ଦଳ, ବଳ, ଦିନକୁ ଦିନ ସ୍ଥିତି ମଜବୁତ୍ କରୁଛି। ନିକଟ ଅତୀତରେ ସରକାରୀ ଦଳର ପ୍ରତିଷ୍ଠା ଦିବସ ଯାଇଥିବା ବେଳେ। ସଂଗଠନ ମଜବୁତ ପାଇଁ ବିଭିନ୍ନ!-->!-->!-->!-->!-->!-->!-->…
