News portal website
before header
[URIS id=5393]

୧୧ରୁ ଖୋଲିବ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ

0 187

Notice

ଭୁବନେଶ୍ବର: 

ତା-୩-୧-୨୦୨୧

ଆସନ୍ତା ୧୧ ତାରିଖରୁ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି । ମାର୍ଚ୍ଚ ୧୫ର ପର୍ଯ୍ୟନ୍ତ ପାଠପଢା ଚାଲିବ । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବ । ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ । ମାର୍ଚ ୧୬ରୁ ୩୧ ଯାଏ ହେବ UG ସେମିଷ୍ଟାର ପରୀକ୍ଷା ।ଫାଇନାଲ ଇୟର୍‌ ସେମିଷ୍ଟାର ପରୀକ୍ଷା ଜୁନ୍ ‌୧୬ରୁ ୩୦ । ବାର୍ଷିକ ପରୀକ୍ଷା ଜୁନ ୧୧ ରୁ ୩୦‌ ଯାଏ ଚାଲିବ । ଶେଷ ସେମିଷ୍ଟାରର କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ଯାଏଁ ଚାଲିବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ଭିତରେ ପ୍ରକାଶିତ ହେବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.