News portal website
before header
[URIS id=5393]

ଆସନ୍ତା ୧୪ ଓ ୧୫ରେ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ।

0 272

ନୟାଗଡ଼

ତା-୦୯-୦୧- ୨୦୨୧

ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି। ଚଳିତ ମାସ ୧୪ ଓ ୧୫ ତାରିଖରେ ଦୁଇ ଦିନ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ ହେବ।

ମା ମହିଷାମର୍ଦ୍ଦିନୀ ଭଲି କ୍ଲବ ଆୟୋଜିତରେ ପ୍ରଥମ ଦିନ ପ୍ରିମିୟର ଲିଗ୍ ହେବାକୁ ଥିବା ବେଳେ ୪ଦଳକୁ ନେଇ ହେବ। ଦ୍ବିତୀୟ ଦିନ ରାଜ୍ଯସ୍ତରୀୟ ହେବାକୁ ଥିବା ବେଳେ ୪ ଦଳକୁ ନେଇ ହେବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

http://www.austinnews.in

https://www.facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.