News portal website
before header
[URIS id=5393]

ଜନ୍ମ ଦିନରେ ଚାଲିଗଲେ କଳିଙ୍ଗ ।

0 280

Notice

ଯାଜପୁର

ତା-୦୯-୦୧- ୨୧

ଏମିତି ବି ସମୟ ଆସି ପହଞ୍ଚେ, କେହି କେବେ କଳ୍ପନା କରିପାରେ ନାହିଁ। କିନ୍ତୁ ଏଭଳି ଘଟଣା ଘଟିଛି, ବଡଚଣା ବ୍ଲକ, ମଝିପଡା ପଞ୍ଚାୟତ ଚଣ୍ଡିଆ ଗ୍ରାମରେ।

ଉକ୍ତ ଗ୍ରାମର ଶ୍ରୀଧର ଦେଓଙ୍କ ପୁଅ କଳିଙ୍ଗ କିଶୋର ଦେଓଙ୍କର ଗତକାଲି ଏସସିବି ମେଡିକାଲରେ ଦେହାନ୍ତ ହୋଇଯାଇଛି। ସୂଚନା ଥାଉକି କିଛି ଦିନ ହେବ କଳିଙ୍ଗ କିଶୋର ଯକୃତ ରୋଗରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କର ଜନ୍ମଦିନ ଥିଲା। ଖବର ପାଇ ମଝିପଡା ସରପଞ୍ଚ ତାପସ ଚନ୍ଦ୍ର ରାୟ, ଆଲୋକ ସାମଲ ସୁବ୍ରତ ରାୟ, ଅମିତାଭ ଜେନାଙ୍କ ସହ ବାବାଜୀ କୁମାର ଜେନା ଶେଷ ଦର୍ଶନ କରିଥିଲେ। ଶୋକାକୁଳ ପରିବେଶରେ ଗ୍ରାମ୍ଯ ଶ୍ମଶାନରେ ଶେଷକାର୍ଯ୍ଯ ସମ୍ପନ୍ନ ହୋଇଥିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

http://www.austinnews.in

https://www.facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.