
ଯାଜପୁର
ତା-୦୯-୦୧- ୨୦୨୧
ବାଲିଚନ୍ଦ୍ରପୁର ଥାନାରେ ସନ୍ଧ୍ଯା ସମୟରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ହାଜର ହେବା ଓ ପୋଲିସ ଉକ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ବାଲିଚନ୍ଦ୍ରପୁର ଅଞ୍ଚଳରେ ଆତଙ୍କ ଖେଳେଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ-ବାଲିକୁଦା ଗ୍ରାମର ରଶ୍ମି ରଞ୍ଜନ ଜେନା। ତେବେ ଖବର ମିଳୁଛି ତାଙ୍କର ବାମ ହାତକୁ କିଏ ଦୁର୍ବୁତ୍ତ ହାଣି ଦେଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ। ରଶ୍ମି ରଞ୍ଜନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https://www.facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
