News portal website
before header

ଜଗନ୍ନାଥ ସଂସ୍କୃତି ପରିଷଦର ମାଗଣା ସ୍ବାସ୍ଥ୍ଯ ଶିବିର।

ଜଗତସିଂହପୁର ତା-୨୧-୦୨-୨୦୨୧ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଜଗତସିଂହପୁର ଜିଲ୍ଲା ତିମିରା, ବିରଡି, ଠାରେ ୨୦.୦୨.୨୦୨୧ ତାରିଖରେ କରାଯାଇଅଛି, ଏଥିରେ ମାଗଣା ହୋମିଓପାଥି ଚିକିତ୍ସା, ଆୟୁର୍ବେଦିକ, ରକ୍ତ…

ସ୍ଥାୟୀ ନିଯୁକ୍ତି ଦାବୀରେ କୋଭିଡ ସ୍ୱାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ।

ଭୁବନେଶ୍ୱର ତା- ୨୦-୦୨-୨୦୨୧ ରିଖ କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏଏନଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ 91 ଦିନ ଧରି ପ୍ରଚଣ୍ଡ ଶୀତ କାକରରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ…

ଶ୍ରୀ ସିଦ୍ଧ ମହାପୁରୁଷ ମଠରେ ଭାଗବତ ସପ୍ତାହ ଉଦଯାପିତ।

ଯାଜପୁର ତା-୧୯-୦୨-୨୦୨୧ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଅନ୍ତର୍ଗତ ରଇପୁର ଗ୍ରାମର ଶ୍ରୀ ସିଦ୍ଧ ମହାପୁରୁଷ ମଠ(ପଥରନାସୀ)ରେ ଗତ ତା ୧୩ ରୁ ୧୯ ରିଖ ଦୀର୍ଘ ୭ ଦିନ ଧରି ଭାଗବତ ସପ୍ତାହ ହୋଇଯାଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଭାବବତ ସପ୍ତାହ ବସିବା ସହ…

ବିଦାୟ ବାଗଦେବୀ।

ଯାଜପୁର ତା-୧୭-୦୨-୨୦୨୧ ଧରାପୃଷ୍ଠରୁ ବିଦାୟ ନେଲେ ମାଆ ବାଗଦେବୀ।ପୁଣି ଆଉ ଏକ ବର୍ଷକୁ ଅପେକ୍ଷା।ମେଲାଣି ଦଉଥାନ୍ତି ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ। କରୋନା କଟକଣାକୁ ନଜର ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ପୂଜାକୁ ବନ୍ଦ କରାଯାଇଥିବା ବେଳେ, ସାଉଡିଆ ପଞ୍ଚାୟତ…

ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ।

ଭୁବନେଶ୍ବର ତା.୧୬.୦୨.୨୦୨୧ ଟ୍ରାଫିକ ଅଡିଟୋରିୟମ ଠାରେ, ହେଲ୍ପମେଟ ଓ ଭୁବନେଶ୍ୱର ତରଫରୁ ରାଜ୍ୟ ସ୍ତରୀୟ କାରୋନା ଯୋଦ୍ଧା ସମ୍ମାନ ୨୦୨୧ ଓ ଶ୍ରୀସେବା ସମ୍ମାନ ପ୍ରଦାନ କରାଯାଇଛି। କଟକ ଆଡିସନାଲ ଡସିପି ଡ.କିଶୋର କୁମାର ପାଣିଗ୍ରାହୀ, ଏସିପି ଦେବଜ୍ୟୋତି ଦାସ…

ନିଖୋଜ ପୋଷ୍ଟର ଅଧିକ ଲଗାଇବା ପାଇଁ, ଅନୁରୋଧ କଲେ ଅପରାଜିତା।

ଭୁବନେଶ୍ୱର ତା-୧୫-୦୨-୨୦୨୧ ଭୁବନେଶ୍ୱରରେ ପହଞ୍ଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଜାନୁଆରୀ ୨୯ରୁ ଫେବୃଆରୀ ୧୩ ଯାଏ,ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି। ଯେଉଁମାନେ ନିଖୋଜ ପୋଷ୍ଟର ଲାଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ। …

ସହିଦ ବୀରଙ୍କୁ ସଲାମ।

ଭୁବନେଶ୍ୱର ତା-୧୪-୦୨-୨୦୨୧ ପାକିସ୍ତାନର ପୁଲୱାମା ପାପକୁ ପୂରିଲା ଦୁଇ ବର୍ଷ।ଦେଶ ଯେତେବେଳେ ପ୍ରେମର ପର୍ବ ପାଳୁଥିଲା ସୀମାରୁ ଶୁଭିଥିଲା ଭୟଙ୍କର ଶବ୍ଦ। ଅଭିଶପ୍ତ ଅପରାହ୍ନରେ ଆତତାୟୀଙ୍କ ଅନ୍ଧାଧୁନ ଆକ୍ରମଣରେ ସହିଦ ହୋଇଥିଲେ ୪୦ ବୀର ଯବାନ। ଆଜି ବି ସେ ମୁହୂର୍ତ୍ତ…

ଆରମ୍ଭ ହେଲା ନମ୍ବର ଓ୍ବାନ ପର୍ବର ଶୁଭେଛା।

ଭୁବନେଶ୍ୱର ତା-୧୬-୦୧-୨୦୨୧ ଏବିପି ରିପୋର୍ଟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହେଲା ପରେ, ଅସଂଖ୍ୟ ଶୁଭେଚ୍ଛା ବାର୍ତ୍ତା, ଶୁଭକାମନାର ଶୁଅ ଛୁଟୁଛି। ହଜାର ହଜାର ବିଜୁ ଯୁବ ଛାତ୍ର , ବିଜୁ ଯୁବ ଜନତା ଦଳର, ଛାତ୍ର, ଯୁବ…

ଆସିଲା ରାୟ ଖୋଲିବ କେନ୍ଦ୍ର।

ଜାନୁଆରୀ ୩୧ ସୁଦ୍ଧା ଖୋଲିବାକୁ ନୂଆଦିଲ୍ଲୀ: ତା-୧୪-୧-୨୦୨୧ କରୋନା କଟକଣା ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ଅଙ୍ଗନୱାଡି କେନ୍ଦ୍ର। ତେବେ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…

ଚାଲିଗଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ।

କଟକ ତା-୧୩-୦୧-୨୦୨୧ ଆଉ ନାହାଁନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ ।ଅପରାହ୍ନ ୪ ଟା ୧୫ ରେ ପରଲୋକ।ବ୍ରେନଷ୍ଟ୍ରୋକ ଯୋଗୁଁ ବିୟୋଗ ନେଇ ସୂଚନା । ୨୦ ଦିନ ତଳେ କଟକ SCB କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।…