ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରୁ ନିସ୍ତାର ନାହିଁ
ଅଷ୍ଟିନ୍ ନ୍ୟୂଜ୍ /ଭୁବନେଶ୍ୱର
27/04/2021
ସାରା ରାଜ୍ୟରେ ଭୀଷଣ ତାତି । କଲବଲ ସାରା ଓଡ଼ିଶା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ । ସେଥିରୁ ୬ ସହର ୪୨ ଡିଗ୍ରୀରୁ ଅଧୂକ ତାତିରେ ସିଝିଛି ସୋମବାର । ବୌଦ୍ଧରେ ସର୍ବାଧୂକ ତାପମାତ୍ରା ୪୩!-->!-->!-->!-->!-->…
