News portal website
before header

୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟକୁ ବଡ଼ ଝଟକା, ଜାଣନ୍ତୁ କ’ଣ କହୁଛନ୍ତି Goldman Sachs

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ କରୋନା ଭାଇରସ ମହାମାରୀ ପ୍ରଥମ ଲହର ନିୟନ୍ତ୍ରଣ ଲାଗି ଜାରି ଲକଡାଉନ୍‌ କାରଣରୁ ହୋଇଥିବା ଆର୍ଥିକ କ୍ଷତି ୨୦୨୧-୨୨ରେ ଭରଣା ନେଇ ଭାରତର ଆକଳନକୁ ଝଟକା ଲାଗିପାରେ। ଏପରି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ବ୍ରୋକରେଜ ଫାର୍ମ…

କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ପ୍ରତି ଗରୀବ ପାଇବେ ୨ ମାସର ମାଗଣା ରାସନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ ଦେଶର ୮୦ କୋଟି ଗରିବ ଲୋକଙ୍କୁ ମେ ଏବଂ ଜୁନ୍ ମାସରେ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉକି, କରୋନା ଦ୍ୱିତୀୟ ଲହରରେ ପୀଡିତ ଦେଶର ଗରିବ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା: ଶୁଭେଚ୍ଛା ଜଣାଇଲେ ମୋଦି-“ଦିଦିଙ୍କୁ ଶୁଭେଚ୍ଛା”

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦିନ ତୃତୀୟଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ରାଜଭବନରେ ଆୟୋଜିତ ସାଧାରଣ ସମାରୋହରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ…

ଆରମ୍ଭ ହେଲା ଗ୍ରୀଷ୍ମ ଛୁଟି

କଟକ / ଅଷ୍ଟିନ୍ ନ୍ୟୁଜ ତା-୦୫-୦୫-୨୦୨୧ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ରେ ଆଜି ଠାରୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ଏ ନେଇ ଉଚ୍ଛଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି ଓ…

କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି।…

ପୁଣି ୨ୟ ଦିନରେ ବଢିଲା ତୈଳ ଦର ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି ଅଏଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଦର ୧୯ ପଇସା ଏବଂ…

ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୫-୦୫-୨୦୨୧ ପ୍ରଥମ ଥର ପାଇଁ ଇଂଲାଣ୍ଡ ଦ୍ଵାରା ଅୟୋଜିତ 'ଦ ହଣ୍ଡ୍ରେଡ଼' ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪ ଜଣ ମହିଳା କ୍ରିକେଟର ଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବି. ସି. ସି. ଆଇ. ପକ୍ଷ୍ୟରୁ ଅନୁମତି ମିଳିଛି। ଅଷ୍ଟିନ୍ ନ୍ୟୁଜ୍ ରେ…

ବାପା ପ୍ରକାଶ ପାଦୁକୋନଙ୍କ ପରେ, ବଲିଉଡ ଦିଭା ଦୀପିକା ପାଦୁକୋନ ଙ୍କୁ କୋରୋନା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୪-୦୫-୨୦୨୧ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ କରୋନା ହୋଇଥିବା ଚିହ୍ନଟ କରାଯାଇଛି। ଯଦିଓ ଦୀପିକା ଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ, ତେବେ ମଙ୍ଗଳବାର ଦିନ ଆଇ. ଆଇ. ଏଫ୍. ଏ ତରଫରୁ ଟୁଇଟ ମାଧ୍ୟମ ରେ ଏହି ସୂଚନା…

ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ତା-୦୩-୦୫-୨୦୨୧ ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର…

ଆଇପିଏଲ ରେ କରୋନା କଣ୍ଟା!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ…