News portal website
before header

ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ,ଗୋଟିଏ ଦିନରେ 10 ହଜାର ପାର।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୧୨-୦୫-୨୦୨୧ ରାଜ୍ୟରେ ହୁହୁ ହୋଇ ବଢୁଛି କରୋନା ସଂକ୍ରମଣ l ଗତ 24 ଘଣ୍ଟା ମଧ୍ୟରେ ୧୦୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧୪୯ ଆକ୍ରାନ୍ତ ଥିବାବେଳେ ସ୍ଥାନୀୟ ସଂକ୍ରମିତ ୪୮୩୩ ଜଣ ଚିହ୍ନଟ…

କାଲି ସପଥ ଗ୍ରହଣ, ସି. ବି. ଆଇ. ରାଡାରରେ ୪ ଜଣ ନେତା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୧-୦୫-୨୦୨୧ ପଶ୍ଚିମବଙ୍ଗ ରେ ପୁଣି ଲେଉଟିଛି ମମତା ବାନାର୍ଜୀଙ୍କ ସରକାର। ହେଲେ ମମତା ବାନାର୍ଜୀ ଙ୍କର ରାଜ୍ୟପାଳ ଙ୍କ ସହ ପୁରୁଣା ବିବାଦ ସମାଧାନ ହବାର ନାଁ ନଉନି। ରାଜ୍ୟପାଳ ଜୟଦୀପ ସିଂହ, ତୃଣମୂଳ କଂଗ୍ରେସ ର ୪ ଜଣ ନେତା ଙ୍କ ବିରୋଧରେ ସି. ବି.…

ଆରଟିପିସିଆର କେନ୍ଦ୍ର ପାଇଁ କୋଡ଼ିଏ କୋଟି ମଞ୍ଜୁର।

ରାଜ୍ଯର ବିଭିନ୍ନ ସ୍ଥାନରେ RTPCR କେନ୍ଦ୍ର ପାଇଁ କୋଡ଼ିଏ କୋଟି ମଞ୍ଜୁର କଲେ ନବୀନ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୧-୦୫-୨୦୨୧ ରାଜ୍ୟର ୧୬ଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର,…

ଆଗକୁ ଆସୁଛି ୨୦୨୧ ମସିହାର ୭ ଟି ବିରଳ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ; ଜାଣନ୍ତୁ କେବେ?

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୧-୦୫-୨୦୨୧ ଚଳିତ ବର୍ଷ ର ସର୍ବ ପ୍ରଥମ ଚନ୍ଦ୍ର ଗ୍ରହଣ ମେ' ମାସ ଅର୍ଥାତ୍ ଚଳିତ ମାସ ୨୬ ତାରିଖ ଦିନ ଦେଖିବା ମିଳିବ। ଏହି ଚନ୍ଦ୍ର ଗ୍ରହଣ ଟି ୨୦୧୯ ଜାନୁଆରୀ ମାସ ୨୧ ତାରିଖ ପରର ପ୍ରଥମ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ସେହିଦିନ ଚନ୍ଦ୍ର ର ଆକାର…

ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍‌ରେ ୯ ଶିଶୁଙ୍କ ସମେତ ୨୦ ମୃତ, ୬୫ ଆହତ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୧-୦୫-୨୦୨୧ ଗାଜା ଏୟାରଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । ଫଳରେ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଏବଂ ଜଣେ ମହିଳା ଅଛନ୍ତି । ଗାଜ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

୨୦୨୦ରେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ଗତବର୍ଷ ଲୋକସଂଖ୍ୟା ଅଭିବୃଦ୍ଧି ପ୍ରାୟ ୦ %

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୧-୦୫-୨୦୨୧ ଚାଇନାରେ କମିଛି ଜନସଂଖ୍ୟା ବୃଦ୍ଧି । ଏପରିକି ଜନସଂଖ୍ୟା ବୃଦ୍ଧି ହାର ମଧ୍ୟ ଶୂନ ପାଖାପାଖି ଖସି ଆସିଛି । ଏହା ହେଉଛି ୨୦୨୦ ମସିହାରେ ରିପୋର୍ଟ । ଅର୍ଥାତ ୨୦୨୦ରେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି…

କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ଆୟୁଷ-୬୪

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ ଦିଲ୍ଲୀର ୭ଟି କେନ୍ଦ୍ରରେ କରୋନା ରୋଗୀଙ୍କୁ ଔଷଧୀୟ ମିଶ୍ରଣରେ ପ୍ରସ୍ତୁତ ଔଷଧ ଆୟୁଷ-୬୪ ମାଗଣାରେ ଦିଆଯାଉଛି । ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରୋଗୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ କରୋନା ଭାଇରସ୍…

ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ ଗୁରୁତର

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ ଗୁରୁତର ହୋଇପଡିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା…

ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନରେ ବିଳମ୍ବ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ କରୋନାରେ ସାମ୍ବାଦିକମାନଙ୍କ ଅକାଳ ରେ ମୃତ୍ୟୁ ହେଵା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ସାରା ରାଜ୍ୟରେ ଦାବି କରାଯାଇଥିଲା । ସାମ୍ବାଦିକମାନେ କୋରୋନା ସମୟରେ ଆଗ ଧାଡିର ଯୋଦ୍ଧା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା…

ରୋହିତ ଙ୍କୁ ଆଶୀର୍ବାଦ

କଟକ /ଅଷ୍ଟିନ୍ ନ୍ୟୁଜ ତା-୧୦-୫-୨୦୨୧ ସାଉଥ୍ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ରୋହିତ ସେଟ୍ଟୀ ଙ୍କୁ ପଞ୍ଜାବ ଅକାଳୀ ଦଳର ପ୍ରବକ୍ତା ମନଜିନ୍ଦର ମନ ଖୋଲି ଆଶୀର୍ବାଦ ଦେଇଛନ୍ତି। ସେ ରୋହିତ୍ ଙ୍କୁ କହିଛନ୍ତି "ଯୁଗ୍ ଯୁଗ୍ ଜିଓ" ଅର୍ଥାତ୍ ତାଙ୍କୁ ଭାଗବାନ ଦୀର୍ଘାୟୁ କରନ୍ତୁ। କିନ୍ତୁ…