News portal website
before header
[URIS id=5393]

୨୦୨୦ରେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ଗତବର୍ଷ ଲୋକସଂଖ୍ୟା ଅଭିବୃଦ୍ଧି ପ୍ରାୟ ୦ %

0 151

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୧-୦୫-୨୦୨୧

ଚାଇନାରେ କମିଛି ଜନସଂଖ୍ୟା ବୃଦ୍ଧି । ଏପରିକି ଜନସଂଖ୍ୟା ବୃଦ୍ଧି ହାର ମଧ୍ୟ ଶୂନ ପାଖାପାଖି ଖସି ଆସିଛି । ଏହା ହେଉଛି ୨୦୨୦ ମସିହାରେ ରିପୋର୍ଟ । ଅର୍ଥାତ ୨୦୨୦ରେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଜନସଂଖ୍ୟା ବୃଦ୍ଧି ଦର ୦ର ନିକଟବର୍ତ୍ତୀ ରହିଛି । ଏନେଇ ନିଜେ ବେଜିଂ ସରକାର ଘୋଷଣା କରିଛନ୍ତି ।

ସି ଜିନପିଙ୍ଗ୍ ସରକାରଙ୍କ ସୂଚନା ମୁତାବକ, ଗତ ୧୦ ବର୍ଷରେ ଦେଶର ଜନସଂଖ୍ୟା ୭୨ କୋଟିରୁ ୧୪୧ କୋଟିକୁ ବୃଦ୍ଧି ପାଇଥିଲା । କିନ୍ତୁ ୨୦୨୦ରେ ଜନସଂଖ୍ୟା ବୃଦ୍ଧି ଦର ମାତ୍ର ୦. ୫୩ ପ୍ରତିଶତ ରହିଛି । ଅର୍ଥାତ ୨୦୨୦ରେ ଅଧିକ ଶିଶୁ ଜନ୍ମ ନେଇ ନାହାଁନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଚୀନ ସରକାର ୧୯୮୦ରୁ ଜନ ନିୟନ୍ତ୍ରଣ ଉପରେ କଡା ଆଇନ ଆଣି ସାରିଛନ୍ତି । ଯାହାର ଫଳ ସ୍ୱରୂପ ବୃଦ୍ଧି ଦର ଉପରେ ରୋକ୍ ଲାଗିଛି । ସବୁଠାରୁ ବଡ କଥା ଏହା ଯେ, ଦେଶରେ କର୍ମଜୀବୀଙ୍କ ସଂଖ୍ୟା ମଧ୍ୟ ହଠାତ ହ୍ରାସ ପାଇଛି । ଯାହା ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

କର୍ମଜୀବୀମାନେ ମଧ୍ୟ କମ୍ ସନ୍ତାନ ଜନ୍ମ କରୁଛନ୍ତି । କିନ୍ତୁ ମହିଳାମାନେ ଭେଦଭାଦବ ଶିକାର ହେଉଛନ୍ତି । ଚାକିରୀରେ ଭେଦଭାଦ ସହ ଅର୍ଥନୈତିକ ଭେଦଭାବର ମଧ୍ୟ ଚୀନ ମହିଳାମାନେ ଶିକାର ହେଉଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.