କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି । ଘୁଞ୍ଚିଲା (UPSC) ପରୀକ୍ଷା ।
କରୋନା ମହାମାରୀ ସାରା ବିଶ୍ବକୁ ଡରାଉଥିଲା ବେଳେ । ଭାରତରେ ମଧ୍ୟ ଏହାର ପ୍ରକୋପ ଖୁବ ଅଧିକ ରହିଥିବାର ଦେଖିବାକୁ ମିଳିଛି । ସବୁ ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି । ସରକାର ସ୍କୁଲ କଲେଜ ବନ୍ଦ କରିଥିବା ବେଳେ । କେତେକ ପରୀକ୍ଷା କୁ ବାତିଲ ମଧ୍ୟ କରିଛନ୍ତି ଏହାରି ଭିତରେ ଆଉ ଗୋଟେ କଥା!-->…
