ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୬-୨୦୨୧
କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦିଆ ଯାଇଥିଲାବେଳେ ।
ଶେଷରେ ଟ୍ୱେଟର ଏହି ନିୟମକୁ ମାନିବା ପାଇଁ ରାଜି ହୋଇଥିଲା । ମହାମାରୀ ପାଇଁ ଏବେ ଟ୍ୱିଟରକୁ ଏହି ନିୟମ ମାନିବା ପାଇଁ ସମସ୍ୟା ଦେଖାଯାଉଥିବା ବେଳେ ଖୁବ ଶୀଘ୍ର ଏହାର ପାଳନ ପାଇଁ ପ୍ରତିଶ୍ରୁତି ଦେଇଛି ।
ଏହାକୁ ନେଇ ପୂର୍ବରୁ ସରକାର ଏହି କମ୍ପାନୀକୁ ଚେତାବନୀ ଦେଇଥିଲେ । କିନ୍ତୁ ଏହାର ଅବମାନନା କରିବା ଦ୍ୱାରା କମ୍ପାନୀକୁ ଦଣ୍ଡିତ କରାଯିବାର ନିଷ୍ପତ୍ତି ମଧ୍ୟ ହୋଇଥିଲା । ଏହାଦ୍ୱାରା ଭାରତରେ ଟ୍ୱିଟରର ବ୍ୟବହାରକୁ ନେଇ ୟୁଜର୍ସ ଅନେକ ସମସ୍ୟାର ସାମ୍ମୁଖିନ ହୋଇଥାନ୍ତେ ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

