Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।!-->…
୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ
ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ!-->!-->!-->…
ଓଡ଼ିଶା କ୍ରିକେଟ କୋଚ ପଦରୁ ୱାସିମ ଜାଫରଙ୍କ ଇସ୍ତଫା
ଓଡ଼ିଶା କ୍ରିକେଟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ୱାସିମ ଜାଫର। ଏ ସମ୍ପର୍କରେ ସୂଚନା ଦେଲା ଓଡ଼ିଶା କ୍ରିକେଟ ଆସୋସିଏସନ। ସୂଚନାଯୋଗ୍ୟ ଯେ ଜାଫରଙ୍କର ୨ ବର୍ଷ ପାଇଁ ହୋଇଥିଲା ଚୁକ୍ତି । ଆଗକୁ ବାଂଲାଦେଶର ୧୯ ବର୍ଷରୁ କମ ବର୍ଗ ଟିମ୍ ପାଇଁ ହେବେ କୋଚ।
ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ
ଆଜି ସଂଧ୍ୟା ୫ଟାରେ ପ୍ରକାଶ ପାଇବ ICSE ଦଶମ ପରୀକ୍ଷା ଫଳ। ଛାତ୍ର ଛାତ୍ରୀ ମାନେ cisce.org ୱେବସାଇଟ୍ରେ ପରୀକ୍ଷା ଫଳ ଦେଖି ପାରିବେ। ଏତଦ୍ ବ୍ୟତୀତ SMS ମାଧ୍ୟମରେ ବି ଜାଣିହେବ ପରୀକ୍ଷାଫଳ
ଜଗଦୀପ ଧନକଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନ୍ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି।!-->…
ସୁନ୍ଦରଗଡ଼ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ସସପେଣ୍ଡ
ନିଲମ୍ବିତ ହେଲେ ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ମହିଳା ଥାନା ଅଧିକାରୀ ଜଣକ ଏକ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ ସୁନା । ବର୍ତ୍ତମାନ ଏହି ଘଟଣାରେ!-->…
ଏଣିକି ‘ନୋ ମାସ୍କ ନୋ ଗୁଡ୍ସ’
ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କଡା ନିର୍ଦ୍ଦେଶନାମା ଜାରି କରିଛି ବିଏମସି। ଏଣିକି ଆଉ ମାସ୍କ ନପିନ୍ଧିଥିଲେ ଗ୍ରାହକଙ୍କୁ ଜିନିଷ ନଦେବା ପାଇଁ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୋକାନ ଆଗରେ 'ନୋ ମାସ୍କ ନୋ ଏଣ୍ଟ୍ରି', 'ନୋ!-->…
ଏଣିକି ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ମହଙ୍ଗା
ଏହି ସୋମବାର ଠାରୁ ବଢ଼ିବା ପାଇଁ ଯାଉଛି ଡାକ୍ତରଖାନାର କୋଠରୀ ଭଡା଼। ଫଳରେ ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ଏବେ ମହଙ୍ଗା ହେବ। ଜୁଲାଇ ୧୮ ରୁ ଅଣ-ଆଇସିୟୁ ଡାକ୍ତରଖାନା ପାଇଁ ୫% ଜିଏସଟି ଲାଗୁ ହେବ। ଏ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୈନିକ ୫, ୦୦୦ ରୁ ଅଧିକ!-->…
ମାତିଛନ୍ତି ସାଇବର ଠକ ଏସି ମରାମତି ନାଁରେ ୯୨ ହଜାର ଚୂନ
ଓଡ଼ିଶାରେ ମାତିଛନ୍ତି ସାଇବର ଠକ। ଏସି ମରାମତି ନାଁରେ ୯୨ ହଜାର ଚୂନ ଲଗାଇଲେ ସାଇବର ଠକ। ଜଣେ ସରକାରୀ କର୍ମଚାରୀଙ୍କୁ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ଅନ୍ଲାଇନରେ ଏସି ମରାମତି ସାଇଟ୍ ଖୋଜି ଠକେଇର ଶିକାର ହୋଇଛନ୍ତି କର୍ମଚାରୀ। ଲିଙ୍କ୍ ପଠାଇ ରେଜିଷ୍ଟ୍ରେସନ କରିବାକୁ କହି!-->…
ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି
ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି AAP ସାଂସଦ ସଞ୍ଜୟ ସିଂ । ସେ କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ AAP ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ କିନ୍ତୁ!-->…
