Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଟିକା ପାଇଁ ଲମ୍ବା ଲାଇନରେ ଭାରତୀୟ ଜନତା।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୫-୨୦୨୧
ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ!-->!-->!-->!-->!-->…
ହେଲେମେଟ ଚେକିଂ ନାମରେ ୩କିଲୋମିଟର ଚାଲିଥିବା ମାଆ ଜନ୍ମ ଦେଲେ ଶିଶୁ ପୁତ୍ର।
ଏହି ଆଦିବାସୀ ଗର୍ଭବତୀ ମା'ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ ।
ଏହି ଆଦିବାସୀ ଗର୍ଭବତୀ ମା'ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ ।
ମୟୁରଭଞ୍ଜ ଜିଲ୍ଲା ଉଦଳା ନିକଟବର୍ତ୍ତୀ ଶରତ ଥାନା!-->!-->!-->!-->!-->…
ଜି. ଏସ୍. ଟି. ଛାଡ଼ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୭-୦୫-୨୦୨୧
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ କରୋନା ଟୀକା ଉପରେ ଆଦାୟ କରାଯାଉଥିବା ଜି. ଏସ୍. ଟି. କୁ ଛାଡ କରାଯିବା ସହ ଓଡିଶା ରାଜ୍ୟ କୁ କିଛି ଆର୍ଥିକ ସହାୟତା ଯୋଗାଇ!-->!-->!-->!-->!-->…
ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ!-->!-->!-->!-->!-->…
ନୋ ସାଉଣ୍ଡ-ଓନ୍ଲି ଆକ୍ସନରେ ନବୀନ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
ଜାତୀୟ ବିପତ୍ତିବେଳେ ଦେଶ ପାଇଁ ଚିନ୍ତା କରୁଥିବା ନବୀନଙ୍କ କରୋନା ମୁକାବିଲା ପୁଣି ପ୍ରଶଂସିତ ହୋଇଛନ୍ତି । ଟ୍ବିଟରରେ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ, ସ୍ତମ୍ଭକାର ସୁହେଲ ସେଠ୍ । ରାଜ୍ୟରେ କରୋନା!-->!-->!-->!-->!-->…
ରାଜଭବନର ୮ଜଣ କର୍ମଚାରୀଙ୍କୁ କରୋନା ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
ରାଜଭବନରେ କାର୍ଯ୍ୟରତ କର୍ମଚାରୀ କୋଭିଡ ସଂକ୍ରମିତ । ସୂଚନା ମୁତାବକ ରାଜଭବନର ୮ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସର ପଜିଟିଭ ଚିହ୍ନଟ ହୋଇଥିବା ବେଳେ!-->!-->!-->!-->!-->…
ଦିଲ୍ଲୀରେ ହୋମ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
ମେ’ ୭ ରେ ଶୀର୍ଷ ଛୁଇଁବ କରୋନା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୬-୦୫-୨୦୨୧
ମେ' ମାସ ୭ ତାରିଖ ବେଳକୁ ଭାରତରେ କରୋନା ର ଦ୍ଵିତୀୟ ଲହର ଶୀର୍ଷ ଛୁଇଁ ପରେ ବୋଲି ସରକାରଙ୍କ କୋଭିଡ ସ୍ଥିତି ର ପୂର୍ବାନୁମାନ ପାଇଁ ଚୟନ ହୋଇଥିବା ଗାଣିତିକ ନମୁନା ର ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଏମ୍. ବିଦ୍ୟାସାଗର ପୂର୍ବାନୁମାନ!-->!-->!-->!-->!-->…
୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟକୁ ବଡ଼ ଝଟକା, ଜାଣନ୍ତୁ କ’ଣ କହୁଛନ୍ତି Goldman Sachs
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୫-୨୦୨୧
କରୋନା ଭାଇରସ ମହାମାରୀ ପ୍ରଥମ ଲହର ନିୟନ୍ତ୍ରଣ ଲାଗି ଜାରି ଲକଡାଉନ୍ କାରଣରୁ ହୋଇଥିବା ଆର୍ଥିକ କ୍ଷତି ୨୦୨୧-୨୨ରେ ଭରଣା ନେଇ ଭାରତର ଆକଳନକୁ ଝଟକା ଲାଗିପାରେ। ଏପରି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ବ୍ରୋକରେଜ ଫାର୍ମ!-->!-->!-->!-->!-->…
କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ପ୍ରତି ଗରୀବ ପାଇବେ ୨ ମାସର ମାଗଣା ରାସନ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୫-୨୦୨୧
ଦେଶର ୮୦ କୋଟି ଗରିବ ଲୋକଙ୍କୁ ମେ ଏବଂ ଜୁନ୍ ମାସରେ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉକି, କରୋନା ଦ୍ୱିତୀୟ ଲହରରେ ପୀଡିତ ଦେଶର ଗରିବ!-->!-->!-->!-->!-->…
