News portal website
before header
[URIS id=5393]

ରାଜଭବନର ୮ଜଣ କର୍ମଚାରୀଙ୍କୁ କରୋନା ।

0 159

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୬-୦୫-୨୦୨୧

ରାଜଭବନରେ କାର୍ଯ୍ୟରତ କର୍ମଚାରୀ କୋଭିଡ ସଂକ୍ରମିତ । ସୂଚନା ମୁତାବକ ରାଜଭବନର ୮ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟପାଳଙ୍କ OSD ଓ ଜଣେ ଡ୍ରାଇଭର ସଂକ୍ରମିତ ହୋଇଛନ୍ତି ।

୮ଜଣଙ୍କ ମଧ୍ୟରୁ ୩ଜଣ କର୍ମଚାରୀଙ୍କ ମଧ୍ୟରୁ ସୁସ୍ଥ ହୋଇସାରିଛନ୍ତି । ୫ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି । ପ୍ରତିଦିନ ରାଜଭବନକୁ ସାନିଟାଇଜ କରାଯାଉଛି । ପ୍ରତି ସପ୍ତାହରେ ରାଜଭବନରେ କରୋନା ପରୀକ୍ଷା ହେଉଥିବା ଜଣାପଡିଛି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କରୋନା ସଂକ୍ରମଣକୁ ନଜରରେ ରକି ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ରାଜଭବନ କାମ । ରାଜ୍ୟପାଳଙ୍କ ସମ୍ପର୍କରେ ଆସୁଥିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ରାଜଭବନ ପକ୍ଷରୁ ଦିଆଯାଇଛି ଏହି ସୂଚନା ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.