News portal website
before header
[URIS id=5393]

ମେ’ ୭ ରେ ଶୀର୍ଷ ଛୁଇଁବ କରୋନା

0 220

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୦୬-୦୫-୨୦୨୧

ମେ’ ମାସ ୭ ତାରିଖ ବେଳକୁ ଭାରତରେ କରୋନା ର ଦ୍ଵିତୀୟ ଲହର ଶୀର୍ଷ ଛୁଇଁ ପରେ ବୋଲି ସରକାରଙ୍କ କୋଭିଡ ସ୍ଥିତି ର ପୂର୍ବାନୁମାନ ପାଇଁ ଚୟନ ହୋଇଥିବା ଗାଣିତିକ ନମୁନା ର ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଏମ୍. ବିଦ୍ୟାସାଗର ପୂର୍ବାନୁମାନ କରିଛନ୍ତି।

ଯଦି ସାମଗ୍ରିକ ଭାବେ ଭାରତ ର ସଂକ୍ରମଣ ଜନିତ ସ୍ଥିତିକୁ ଅନ୍ଵେଷଣ କରାଯାଏ, ତେବେ ଚଳିତ ସପ୍ତାହରେ ସଂକ୍ରମଣ ସଂଖ୍ୟା ରେ ହ୍ରାସ ପରିଲକ୍ଷିତ ବୋଲି ସେ ଅନୁମନ ଲଗାଇଛନ୍ତି। ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା କମିବା ଓ ବଢିବା ଲାଗୀ ରହିବା ହେତୁ ସାତ ଦିନ ର ହାରାହାରି ସଂକ୍ରମଣ ସଂଖ୍ୟାକୁ ସେ ତାଙ୍କ ବିଚାରକୁ ନେଇଥିବା କହିଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ତାଙ୍କ କହିବା ଅନୁଯାୟୀ, ଭାରତରେ ସମୁଦାୟ ସକ୍ରିୟ ସଂଖ୍ୟା ଓ ଦୈନିକ ସଂକ୍ରମଣ ଶିଶିରରେ ପହଂଚି ସରିଛି ବା ତା ପାଖା ପାଖି ରହିଛି। ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ସାମୟରେ ଏହା ଶୀର୍ଷ ଛୁଇଁବ ବୋଲି ସେ ପୂର୍ବ ରୁ ସତର୍କ କରାଇଛନ୍ତି।

ପ୍ରଫେସର ଙ୍କ ଏହି ପୂର୍ବାନୁମାନ ଯଦି ସତ ବୋଲି ପ୍ରମାଣିତ ହୁଏ ତେବେ ଏହା ଦେଶ ପାଇଁ ଏକ ବଡ଼ ଆଶ୍ୱସନା ହେବ ବୋଲି ଚର୍ଚ୍ଚା ହେଉଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.