News portal website
before header

ବାହାଘର ପାଇଁ ସର୍ବାଧିକ ୨୫ ଜଣଙ୍କୁ ଅନୁମତି, ଭୋଜିଭାତକୁ ନାହିଁ ଅନୁମତି

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୫-୨୦୨୧ ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍‌କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଥିବା ବେଳେ ଆଜି ପୁଣି ଏହାକୁ…

ବିଏମ୍‌ସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍‌ରେ ପହଞ୍ଚିବ ଟିକା ଗାଡ଼ି

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୫-୨୦୨୧ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା : ଆସନ୍ତା ୨୩ରେ ନେଇପାରେ ବାତ୍ୟାର ରୂପ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୫-୨୦୨୧ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଂଟରର ମୁଖ୍ୟ ରାଜେନ୍ଦ୍ର ଜେନା ପ୍ରକାଶ କରିଛନ୍ତି । ଟ୍ୱିଟ ଯୋଗେ ଭୂବିଜ୍ଞାନ…

ଓଡିଶା ରେ ବଢିଲା ଲକ୍ ଡାଉନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୮-୦୫-୨୦୨୧ ସାରା ରାଜ୍ୟରେ ବଢିଲା ଲକ୍ ଡାଉନ୍। ଲକ୍ ଡାଉନ ଆସନ୍ତା କାଲି ସାରିବାକୁ ଥିବାବେଲେ ରାଜ୍ୟ ସରକାର ଙ୍କ ଦ୍ଵାରା ଲକ୍ ଡାଉନ୍ କୁ ଜୁନ ମାସ ୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ…

ଶୀର୍ଷରେ ସିଲ୍ଭର୍ ସିଟି, ୯୭୩ ସଂକ୍ରମିତ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୮-୦୫-୨୦୨୧ ମେ' ମାସ ୧୬ ତାରିଖ ରିପୋର୍ଟ ଅନୁସାରେ କଟକ ଜିଲ୍ଲା ରେ ସବୁଠାରୁ ଅଧିକ ହେଉଛି ସଂକ୍ରମଣ। ସେହିଦିନ ସମୁଦାୟ ୯୭୩ ସଂକ୍ରମିତ ହୋଇଥିବାବେଳେ, ଗ୍ରାମାଞ୍ଚଳର ୫୬୯ ଓ ସହରରୁ ୩୮୩ ଜଣ ସଂକ୍ରମିତ ହୋଇଛନ୍ତି। ଅପର ପକ୍ଷେ ସ୍ୱାସ୍ଥ୍ୟ ବିଭାଗର…

ନିକ୍ ଜୋନାସ୍ ଅସୁସ୍ଥ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୧୮-୦୫-୨୦୨୧ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଵାମୀ ତଥା ବିଶିଷ୍ଟ ଆମେରିକାନ ତରକା ନିକ୍ ଜୋନାସ୍ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ନୂଆ ସୋ ' ର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣା ଘଟିଛି। ସୋ ପାଇଁ ସୁଟିଂ…

ଓଡ଼ିଶାରେ ଆଜିବି କରୋନାର ଭୟଙ୍କର ରୂପ । ୧୦ ହାଜର ପାର କଲା ସଂକ୍ରମଣ ।

ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫,୭୭୯ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୪,୫୪୨ ରହିଛି।‌ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ନବୀନଙ୍କ ମାଷ୍ଟର ପ୍ଲାନ ମଇ ୨୪ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ!

ଆସନ୍ତା ମଇ ୨୪ରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ। ଅଷ୍ଟିନ୍ ନ୍ୟୁଜ୍ /ଭୁବନେଶ୍ୱର ତା-୧୭-୦୫-୨୦୨୧ ବାଚସ୍ପତିଙ୍କ ଅଧକ୍ଷତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ବିଭିନ୍ନ ଆମ୍ବୁଲାନ୍ସ ସେବା ପାଇଁ ସର୍ବାଧିକ ଦର ନିର୍ଦ୍ଧାରଣ କଲେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ରାଜ୍ୟରେ ବିଭିନ୍ନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେସିକ୍ ଆମ୍ବୁଲାନ୍ସ ସେବା ଏବଂ ଆଡଭାନ୍ସ ଆମ୍ବୁଲାନ୍ସ ସେବା ଲାଗି ଆଜି ରାଜ୍ୟ ସରକାର ଦର ନିର୍ଦ୍ଧାରଣ କରିଛନ୍ତି ଏବଂ ଏହା ଆଜିଠୁ ଲାଗୁ ହେବାକୁ ନିଷ୍ପତି ହୋଇଛି ।…

WHOର ସପ୍ତାହିକ ରେପୋର୍ଟ ଅନୁଯାୟୀ ଭାରତରେ ହ୍ରାସ ହେଉଛି ସଂକ୍ରମଣ ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ…