News portal website
before header
[URIS id=5393]

ବାହାଘର ପାଇଁ ସର୍ବାଧିକ ୨୫ ଜଣଙ୍କୁ ଅନୁମତି, ଭୋଜିଭାତକୁ ନାହିଁ ଅନୁମତି

0 417

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୫-୨୦୨୧

ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍‌କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଥିବା ବେଳେ ଆଜି ପୁଣି ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧୀ କରିଦିଆ ଯାଇଛି । ଏହା ସହିତ ସରକାର ଗତ ଲକ୍‌ଡାଉନ୍‌ରେ ବିବାହ କାର୍ଯ୍ୟ ପାଇଁ ସର୍ବାଧୀକ ୫୦ ଜଣଙ୍କୁ ଅନୁମତି ପ୍ରଦାନ କରିଥିବା ବେଳେ ଏବେ ଏହାକୁ ୨୫ ଜଣଙ୍କୁ ଖସାଇ ଦେଇଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି ସମୟରେ କୌଣସି ପ୍ରକାର ଭୋଜିଭାତକୁ ସରକାରଙ୍କ ପକ୍ଷରୁ ପୁର୍ବରୁ ବନ୍ଦ କରାଯାଇଥିବା ବେଳେ ଏବେ ଏହାକୁ କଡାକଡି ଭାବରେ ପଳନ କରିବାକୁ କୁହାଯାଇଛି । ଏହା ସହିତ ବ୍ରତଘର ସୁଦ୍ଧୀ କାର୍ଯ୍ୟ ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ଏବଂ କୌଣଷୀ ପ୍ରକାର ସଭା ସମିତି ଆଦି ଆୟୋଜନ କରିବାକୁ ସରକାର ବାରଣ କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏହା ସହ ରାଜ୍ୟରେ ପୁର୍ବ ପରି ସପ୍ତାହନ୍ତ ସଟଡାଉନ୍ ଲାଗୁି ରହିବ ଏବଂ ଲୋକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ସକାଳ ୭ରୁ ସକାଳ ୧୧ ପର୍ଯ୍ୟନ୍ତ ଚାରି ଘଣ୍ଟା ସମୟ ଦିଆଯାଇଛି ଯାହା ପୁର୍ବରୁ ସକାଳ ୬ ରୁ ଦିନ ୧୨ପର୍ଯ୍ୟନ୍ତ ଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.