News portal website
before header
[URIS id=5393]

ଓଡିଶା ରେ ବଢିଲା ଲକ୍ ଡାଉନ୍

0 383

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୧୮-୦୫-୨୦୨୧

ସାରା ରାଜ୍ୟରେ ବଢିଲା ଲକ୍ ଡାଉନ୍। ଲକ୍ ଡାଉନ ଆସନ୍ତା କାଲି ସାରିବାକୁ ଥିବାବେଲେ ରାଜ୍ୟ ସରକାର ଙ୍କ ଦ୍ଵାରା ଲକ୍ ଡାଉନ୍ କୁ ଜୁନ ମାସ ୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ବଢୁଥିବା ସଂକ୍ରମଣ କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସାଧାରଣ ଜନତା ସକାଳ ୭ ଟାରୁ ସକାଳ ୧୧ ଟା ଭିତରେ ଚାଲିକି ଯାଇ ଅତ୍ୟାବଶ୍ୟକ ସମାଗ୍ରୀ କିଣିପାରିବେ। ବାହାଘର ରେ ମାତ୍ର ୨୫ ଜଣ ଲୋକ ଯୋଗ ଦେଇପାରିବେ ଏବଂ ଭୋଜି ଦେବାକୁ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.