News portal website
before header
[URIS id=5393]

ବିଏମ୍‌ସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍‌ରେ ପହଞ୍ଚିବ ଟିକା ଗାଡ଼ି

0 188

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୫-୨୦୨୧

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହା ପରେ ଦେଇଥିବା ଠିକଣାରେ ଟିକା କାରଣ ଗାଡ଼ି ପହଞ୍ଚିବାର ସୁବିଧା କରାଯାଇଛି । ଏହି ସେବା ସକାଳ ୮ଟାରୁ ରାତ୍ର ୧୦ଟା ପର‌୍ୟ୍ୟନ୍ତ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।ପ୍ରଥମ ପଯ୍ୟାୟରେ ଗୋଟିଏ ଗାଡ଼ିକୁ ନେଇ ଏହା ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଉଛି ।

ପ୍ରତ୍ୟେକ ଦିନ ଏହି ଗାଡ଼ି ୧୦୦ ଜଣଙ୍କୁ ଟିକା ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହା ସହ ଉକ୍ତ ଗାଡ଼ି ଦିନକୁ କେତେ କିଲୋମିଟର ଅତିକ୍ରମ କରି କେତେ ଜଣଙ୍କୁ ଟିକା ଦେଇପାରୁଛି ତାହା ଅନୁଧ୍ୟାନ କରାଯାଉଛି ।ପରେ ଟିକାକରଣ ନିମନ୍ତେ ଆଉ ଅଧିକ ଗାଡିର ବ୍ୟବସ୍ଥା କରାଯିବ କି ନାହିଁ ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ ବିଜୟ ଆମୃତ କୁଲାଙ୍ଗେ କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏହା ସହ ବିଏମ୍‌ସି ପକ୍ଷରୁ କରୋନା ସଚେତନ ନିମନ୍ତେ ଏକ କରୋନା ଭୂତାଣୁ ଭଳି ଦେଖାଯାଉଥିବା ଗାଡ଼ି ନିର୍ମାଣ କରାଯାଉଛି । ଏହି ଗାଡ଼ି ସହର ସାରା ବୁଲି ଲୋକଙ୍କୁ କରୋନା ସମ୍ପର୍କିତ ସଚେତନ କରିବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.