News portal website
before header
[URIS id=5393]

ଶୀର୍ଷରେ ସିଲ୍ଭର୍ ସିଟି, ୯୭୩ ସଂକ୍ରମିତ

0 472

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୮-୦୫-୨୦୨୧

ମେ’ ମାସ ୧୬ ତାରିଖ ରିପୋର୍ଟ ଅନୁସାରେ କଟକ ଜିଲ୍ଲା ରେ ସବୁଠାରୁ ଅଧିକ ହେଉଛି ସଂକ୍ରମଣ। ସେହିଦିନ ସମୁଦାୟ ୯୭୩ ସଂକ୍ରମିତ ହୋଇଥିବାବେଳେ, ଗ୍ରାମାଞ୍ଚଳର ୫୬୯ ଓ ସହରରୁ ୩୮୩ ଜଣ ସଂକ୍ରମିତ ହୋଇଛନ୍ତି। ଅପର ପକ୍ଷେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୨ ଜଣ ରୋଗୀ ସୁସ୍ଥ ମଧ୍ଯ ହୋଇଛନ୍ତି। ଯଦିଓ ସରକାରଙ୍କ ନିୟନ୍ତ୍ରଣ ରେ କଟକରେ ୮ ଟି ଘରୋଇ କୋଭିଡ଼ ଚିକିତ୍ସା କେନ୍ଦ୍ର ଅଛି ତଥାପି ଭେଣ୍ଟିଲେଟର, ଆଇ. ସି. ୟୁ ଓ ଅକ୍ସିଜେନ ଯୁକ୍ତ ବେଡ୍ ଅଭାବ ପଡୁଛି।

ସହରର ୩୮୩ ସଂକ୍ରମିତଙ୍କ ମଧ୍ୟରେ, ସି. ଡି. ଏ ରୁ ୩୪ ଜଣ, ତୁଳସୀପୁରରୁ ୧୪ ଜଣ, ନୂଆବଜାର ଓ ବିଡାନାସି ଅଞ୍ଚଳରୁ ୧୦ ଜଣ ଲେଖାଏଁ ଏବଂ ସହରର ବିଭିନ୍ନ ସ୍ଥାନର ଲକେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ସ୍ତାନୀୟ ସଂକ୍ରମଣରୁ ୧୩୭ ଜଣ, ଗୃହ ସଂଗରୋଧରୁ ୧୯୦, ଓ ଇନଷ୍ଟିଚୁଟନାଲ୍ କ୍ୱାରେନ୍ଟାଇନ୍ ରୁ ୫୬ ଜଣ ସଂକ୍ରମିତ ଚିହ୍ନଟ କରାଯାଇଛି। ତେବେ କଟକରେ କୋଭିଡ ଚିକିତ୍ସାରେ ବିଭିନ୍ନ ପ୍ରକାରର ସମସ୍ୟା ହଉଥିବା ଦୃଷ୍ଟିରେ ରଖି, ପ୍ରଶାସନ ଅଧିକ ସଂଖ୍ୟକ ଆଇ. ସି. ୟୁ ଓ ଅକ୍ସିଜେନ ଯୁକ୍ତ ବେଡ୍ ପାଇଁ ଯୋଜନା କରିଥିବା ଜଣାପଡିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.