News portal website
before header
[URIS id=5393]

ନିକ୍ ଜୋନାସ୍ ଅସୁସ୍ଥ

0 731

କଟକ /ଅଷ୍ଟିନ୍ ନ୍ୟୁଜ

Notice

ତା – ୧୮-୦୫-୨୦୨୧

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଵାମୀ ତଥା ବିଶିଷ୍ଟ ଆମେରିକାନ ତରକା ନିକ୍ ଜୋନାସ୍ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ନୂଆ ସୋ ‘ ର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣା ଘଟିଛି।

ସୋ ପାଇଁ ସୁଟିଂ କରୁଥିବା ବେଳେ ସେ ଆହତ ହୋଇଯାଇଥିଲେ। ଏବଂ ଏହାପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ କରାଯାଇଥିଲା। ତେବେ ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଏପର୍ଯ୍ଯନ୍ତ ଅସ୍ପଷ୍ଟ ରହିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ତେବେ ନିକ୍ ଏପରି ସୁଟିଂ ସେଟ ରେ ଆହତ ହେବା ନୂଆ ନୁହେ। ସେ ଆଗରୁ ମଧ୍ଯ ଅନେକ୍ ଠାର ଆହତ ହୋଇଛନ୍ତି। ସେ ୨୦୧୮ ମସିହା ରେ ମେକ୍ସିକୋ ଠାରେ ଗୋଟିଏ ସୁଟିଂ କରୁଥିବାବେଳେ ଆହତ ହୋଇଥିଲେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.