Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ନୂତନ କରି ଚଳିତ ବର୍ଷ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ ବା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଉଦୟଗିରି ସ୍ଥିତ ଯୁକ୍ତ ଦୁଇ ବୁଦ୍ଧଦେବ ଜୁନିୟର କଲେଜରେ ପିଲାମାନଙ୍କ ଶ୍ରେଣୀ ପ୍ରବେଶ ଶେଷ ହୋଇ!-->…
ବାଲିଚନ୍ଦ୍ରପୁର କୃଷି ସମବାୟ ବ୍ୟାଙ୍କର ସ୍ମୃତିଚାରଣ ସଭା।
ଯାଜପୁର ଜିଲ୍ଲା ବଡଚଣା ବ୍ଳକ ରଇପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ,ସମବାୟ ସମିତି ସଭାପତି,ସମାଜ ସେବୀ,ମିଷ୍ଟଭାଷୀ, ପରୋପକାରୀ ସ୍ଵର୍ଗତ ବ୍ରଜମୋହନ ସାମଲଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା।ଆଜି ସକାଳ ସାଢେ ଦଶଟା ସମୟରେ ରଇପୁର ଗ୍ରାମର ଘାଟକୁଳ ଠାରେ ସଭା ହୋଇଥିଲା।ବାଲିଚନ୍ଦ୍ରପୁର କୃଷି!-->…
ତୈଳ ଭଣ୍ଡାର ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା !
ଅଷ୍ଟିନ ନିଉଜ/ବଡ଼ଚଣାତା-୦୨-ଅଗଷ୍ଟ-୨୦୨୩
ଯାଜପୁର ଜିଲ୍ଲାର ବହୁପ୍ରତିକ୍ଷିତ ସର୍ବବୃହତ ଭୂତଳ ତୈଳଭଣ୍ଡାର ଚଣ୍ଡିଖୋଲ ଠାରେ ହେବନାହିଁ|ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଦୁଇବର୍ଷ ପରେ ବି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ| ଯାହା ଫଳରେ ଚଣ୍ଡିଖୋଲରୁ ଓଳାଶୁଣୀକୁ!-->!-->!-->…
ବାର ବର୍ଷର ସାଧନା ଦେଇଛି ପରିଚୟ !
ଅଷ୍ଟିନ ନିଉଜ/ବଡ଼ଚଣାତା-୦୨ -ଅଗଷ୍ଟ -୨୦୨୩
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗ୍ରାମର ସଫଳ ଉଦ୍ୟୋଗୀ ମହିଳା ପାର୍ବତୀ ଜେନା|ନିଜର ଇଛା ଶକ୍ତି ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି|ଘରେ ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରି!-->!-->!-->…
OPSC Rank-29 ରେ ବଡଚଣାର ପୁଅ!
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୯ତମ ସ୍ଥାନ ହାସଲ କରି ବଡ଼ଚଣା ପାଇଁ ଗୌରବ ଆଣିଛନ୍ତି ମାନସ ମୋହନ ସେଠ !ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ୨୦୨୧-୨୨ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ଗ୍ରାମର!-->…
