Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ବଡ଼ଚଣା ଆତ୍ମାର ଅଧକ୍ଷ ହେଲେ ବିପିନ ବିହାରୀ ଜେନା।
ବଚଚଣା କୃଷି ବିଭାଗର ଅଧ୍ୟକ୍ଷ ପଦବୀ ବା ଆତ୍ମାର ଅଧ୍ୟକ୍ଷ ଆଜି ନିର୍ବାଚିତ ହୋଇଛନ୍ତି।ବଡଚଣା ବ୍ଳକ ବିଜେଡ଼ିର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିପିନ ବିହାରୀ ଜେନା,ନିର୍ଦ୍ବନ୍ଦରେ ନିର୍ବାଚିତହୋଇଛନ୍ତି।
ଶ୍ରୀଯୁକ୍ତ ଜେନା ନିର୍ବାଚିତ ହେଲା ପରେ!-->!-->!-->!-->!-->…
ଚାଷୀ ଝିଅ ହେବେ ଡାକ୍ତର।
ଅଷ୍ଟିନ ନିଉଜ/ ବଡ଼ଚଣାତା-୦୯-୦୮-୨୦୨୩
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ବରଦା ଗ୍ରାମର ଚାଷୀ ଜ୍ଞାନେନ୍ଦ୍ର କୁମାର ସାମଲ ଓ ବିଦ୍ୟୁତଲତା ସାମଲଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ସାମଲ ନିଟରେ ୧୨୬୫ ସ୍ଥାନ ହାସଲ କରି ଡାକ୍ତରୀ ପଢିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |ଶୁଭଶ୍ରୀ!-->!-->!-->…
ପିଇଓ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବାର କାରଣ କ’ଣ?
ଅଷ୍ଟିନ ନ୍ୟୁଜ/ରସୁଲପୁର
ତା-୦୮-୦୯-୨୦୨୩
ନିଖିଳ ଉତ୍କଳ ଗ୍ରାମ ପଂଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ। ସଂଘର କର୍ମକର୍ତ୍ତା ମାନେ ଆଜି ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି!-->!-->!-->!-->!-->…
