News portal website
before header

ପୂଜକଙ୍କୁ ସାହାଯ୍ୟର ହାତ ବଢାଇଲେ ଉଦଳାର ଗଣେଶ କମିଟିର ସଦସ୍ୟ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୬-୨୦୨୧ ଜଗବନ୍ଧୁ ପ୍ରଧାନ ଉଦଳାର ଗଣେଶ କମିଟି ତରଫରୁ ମନ୍ଦିର ପୂଜକମାନଙ୍କୁ ସାହାଯ୍ୟ କରାଯାଇଛି ।ଆଜି ଉଦଳା ବଜାରର ସର୍ବପୁରାତନ ଗଣେଶ କମିଟି ତରଫରୁ ହାଇସ୍କୁଲ ଛକରେ କମିଟିର ସଦସ୍ୟମାନଙ୍କ ଦ୍ୱାରା ଉଦଳାରେ ବିଭିନ୍ନ ମନ୍ଦିରର…

ରାତିପାହିଲେ ପବିତ୍ର ସ୍ନାନପୂର୍ଣ୍ଣିମା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ କାଲି ପବିତ୍ର ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି ସଂପନ୍ନ ହେବ ।ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି…

ରକ୍ତ ଦାନ ଶିବିର ଅନୁଷ୍ଠିତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତକରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ…

ମହାମାରୀ ସମୟରେ ଉପଖଣ୍ଡ ବାରିକ ସମିତିର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ଜଗବନ୍ଧୁ ପ୍ରଧାନ ଉପଖଣ୍ଡ ବାରିକ ସମିତି ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ଦାବି ଜଣାଇଛନ୍ତି । କପ୍ତିପଦା ଉପଖଣ୍ଡର ଉପ ଜିଲ୍ଲାପାଳଙ୍କ ଅଫିସକୁ ଶତାଧିକ ବାରିକମାନେ ଅତୁଲବାବୁଙ୍କ ପଡିଆ ଠାରୁ ଏକ ରାଲି…

ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ : ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ…

ରାସ୍ତାରୁ ସିଧା ନଦୀକୁ ଖସି ପଡିଲା କାର ; ଜଣେ ମୃତ, ୭ ଯୁବକ ଉଦ୍ଧାର!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ୟୁପିର ରାଜଧାନୀ ଲକ୍ଷ୍ନୌରେ ବନ୍ଧୁଙ୍କ ଘରୁ ପାର୍ଟି ସାରି ଫେରୁଥିବା ସମୟରେ ଯୁବକଙ୍କ କାର ଖସିଯିବା କାରଣରୁ ନଦୀରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ଆଠ ଜଣ କାରରେ ଥିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ରଥାଯାତ୍ରାକୁ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି…

ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ପ୍ରବଳ ବର୍ଷା!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବର୍ଷା । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ୭…

ଚବିଶ ଘଣ୍ଟାରେ ଯାଜପୁରରୁ ଅଧିକ ସଂକ୍ରମିତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୬-୨୦୨୧ ରାଜ୍ୟରେ ଆଜି ପୁଣି ତିନି ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି କମ ରହିଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା…

ବ୍ୟବସାୟକ ପ୍ରତିଷ୍ଠାନ ଖୋଲିଲେ ଟୀକା ନେବା ବାଧ୍ୟତା ମୂଳକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୬-୨୦୨୧ ଗଞ୍ଜାମ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ…