News portal website
before header
[URIS id=5393]

ପୂଜକଙ୍କୁ ସାହାଯ୍ୟର ହାତ ବଢାଇଲେ ଉଦଳାର ଗଣେଶ କମିଟିର ସଦସ୍ୟ!!

0 293

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୪-୦୬-୨୦୨୧

ଜଗବନ୍ଧୁ ପ୍ରଧାନ

ଉଦଳାର ଗଣେଶ କମିଟି ତରଫରୁ ମନ୍ଦିର ପୂଜକମାନଙ୍କୁ ସାହାଯ୍ୟ କରାଯାଇଛି ।ଆଜି ଉଦଳା ବଜାରର ସର୍ବପୁରାତନ ଗଣେଶ କମିଟି ତରଫରୁ ହାଇସ୍କୁଲ ଛକରେ କମିଟିର ସଦସ୍ୟମାନଙ୍କ ଦ୍ୱାରା ଉଦଳାରେ ବିଭିନ୍ନ ମନ୍ଦିରର ପୂଜକମାନଙ୍କୁ ବୈଦିକ ରୀତିରେ ସାହାଯ୍ୟ କରାଯାଇଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କୋଭିଡ଼ର କଟକଣାକୁ ଦୃଷ୍ଟିରେ ରଖି ମାସ୍କ୍, ସାନିଟାଇଜର ଏବଂ ସାମାଜିକ ଦୂରତା ରକ୍ଷା କରିବା ସହ ମନ୍ଦିର ଗୁଡିକର ରୀତିନୀତି ପାଳନ କରାଯାଉଛି। କିନ୍ତୁ ବିନା ଭକ୍ତରେ ମନ୍ଦିରରେ ରୀତିନୀତି ପାଳନ ହେବ ସହ ମନ୍ଦିରରେ ଭକ୍ତଙ୍କ ପାଦ ନପଡିବାରୁ ପୂଜକମାନେ ବହୁତ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

ଏହି ସମସ୍ୟା ଉପରେ କମିଟିର ସଦସ୍ୟମାନେ ଉପଲବ୍ଧ କରି ସେମାନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଅଛନ୍ତି ।ସେମାନଙ୍କୁ ମାସ୍କ , ସାନିଟାଇଜର , ବସ୍ତ୍ର , ଅର୍ଥ ରାଶି ଏବଂ ଖାଦ୍ୟ ସାମଗ୍ରୀର ପ୍ୟାକେଟ ବଣ୍ଟନ କରି ଅଛନ୍ତି ।

ବେସରକାରୀ ସ୍ତରରେ ଗଣେଶ କମିଟିର ଏହି କାର୍ଯ୍ୟକ୍ରମକୁ ଉଦଳାରେ ବିଭିନ୍ନ ମହଲରେ ଭୂୟସି ପ୍ରଶଂସା କରି ଅଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଉତ୍ତମ କୁମାର ବେହେରା , ଅରୁଣ କୁମାର ବାରିକ , ସଂଜୀବ ଭୋଳ ,ପ୍ରହ୍ଲାଦ ବେହେରା , ଶୁଭକାନ୍ତ ଦାସ , ପ୍ରକାଶ ବେହେରା, ତାପସ ନାୟକ ଏବଂ ବହୁ ବରିଷ୍ଠ ଓ କନିଷ୍ଠମାନଙ୍କ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.