News portal website
before header

ପୁଣି ଇସ୍ରାଏଲ ଓ ଗାଜା ମୁହାମୁହିଁ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ପୁଣି ଇସ୍ରାଏଲ ଓ ଗାଜା ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଗାଜା ଉପରେ ଆଉ ଥରେ ଆକ୍ରମଣ…

୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ୩୫୩୫ କରୋନା ପଜିଟିଭ୍ ଚିହ୍ନଟ…

ଗାଡି ଅଟକାଇ ମହିଳାଙ୍କ ଅଭିଯୋଗଶୁଣିଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ କଥା ସାମ୍ନା କୁ ଆସିଛିକି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ ଅଭିଯୋଗ…

ଜାତୀୟ ସ୍ତରୀୟ ଚେସ ପ୍ରତିଯୋଗିତାରେ ଭାଗ ନେବେ ଦୁଇ ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ଜାତୀୟ ଚେସରେ ଭାଗ ନେବେ ଦୁଇ ଯାଆଁଳା ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ରସୁଲପୁରରେ ଘର କିନ୍ତୁ ସେ କଟକରେ ରହୁଛନ୍ତି । ବାପା ତାଙ୍କର ଜଣେ କ୍ଷୁଦ୍ର ବ୍ୟବସାୟୀ। କଟକ stewart ସ୍କୁଲର ସସ୍ତମ ଶ୍ରେଣୀରେ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସ୍ୱାମୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡାରୁ ନିର୍ମମ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ବଚସାର ସମାଧାନ ନହେବାରୁ ଯୁକ୍ତିତର୍କ ବଢିବାରୁ ସ୍ବାମୀ ସ୍ତ୍ରୀର ତଣ୍ଟିକୁ ବିଦ୍ୟୁତ ତାରରେ…

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ରାଜ୍ୟରେ ଏଯାଏଁ ହେଲାଣି ସ୍ୱାଭାବିକଠାରୁ ୩୪ ପ୍ରତିଶତ ଅଧିକ ବର୍ଷା । ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ୯୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୪ ପ୍ରତିଶତ ଅଧିକ ବୋଲି ଆଞ୍ଚଳିକ ପାଣିପାଗ…

ଓଡ଼ିଶାରେ ନକଲି କୋଭିଡ ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ…

କ୍ରମାଗତ ଭାବରେ ଖସୁଛି କରୋନା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ କରୋନା ପଜିଟିଭ୍ ଚିହ୍ନଟ…

କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।

ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ…

କରୋନା ମହାମାରୀ ବିରୋଧରେ ଲଢ଼ିବାରେ ନୋଭାଭାକ୍ସ ଟିକା ୯୦% ସଫଳ

କରୋନା ମହାମାରୀ ସାରା ବିଶ୍ବରେ ତାର କାୟା ବିସ୍ତାର କରୁଥିବାବେଳେ ବିଭିନ୍ନ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।ଏହାରି ଭିତରେ ଏକ ବଡ କଥା ସାମ୍ନା କୁ ଆସିଛି କି । ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ…