ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୬-୨୦୨୧
ଜାତୀୟ ଚେସରେ ଭାଗ ନେବେ ଦୁଇ ଯାଆଁଳା ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ରସୁଲପୁରରେ ଘର କିନ୍ତୁ ସେ କଟକରେ ରହୁଛନ୍ତି । ବାପା ତାଙ୍କର ଜଣେ କ୍ଷୁଦ୍ର ବ୍ୟବସାୟୀ। କଟକ stewart ସ୍କୁଲର ସସ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ଦୁଇ ଯାଆଁଳା ଭାଇ
ଆସନ୍ତା ୧୬ରେ ଭର୍ଚୁଆଲ ମୋଡ୍ରେ ହେବାକୁ ଥିବା ଜାତୀୟ ଚେସ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିବେ। ଚଳିତ ବର୍ଷ ୧୪ବର୍ଷରୁ କମ୍ ଚେସ ପ୍ରତିଯୋଗିତାରେ ଉଭୟ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ ବୋଲି ଜଣା ପଡ଼ିଛି ।
କିନ୍ତୁ ଦୁଇ ଭାଇଙ୍କ ପରିବାରରେ ଅର୍ଥ ସମସ୍ୟା ବାଧକ ସାଜିଛି। ପ୍ରଶାସନ ଆଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ତାଙ୍କ ମାଆ କହିଛନ୍ତି।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

