News portal website
before header

ଆସିଲା ରାୟ ଖୋଲିବ କେନ୍ଦ୍ର।

ଜାନୁଆରୀ ୩୧ ସୁଦ୍ଧା ଖୋଲିବାକୁ ନୂଆଦିଲ୍ଲୀ: ତା-୧୪-୧-୨୦୨୧ କରୋନା କଟକଣା ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ଅଙ୍ଗନୱାଡି କେନ୍ଦ୍ର। ତେବେ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…

ଚାଲିଗଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ।

କଟକ ତା-୧୩-୦୧-୨୦୨୧ ଆଉ ନାହାଁନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ ।ଅପରାହ୍ନ ୪ ଟା ୧୫ ରେ ପରଲୋକ।ବ୍ରେନଷ୍ଟ୍ରୋକ ଯୋଗୁଁ ବିୟୋଗ ନେଇ ସୂଚନା । ୨୦ ଦିନ ତଳେ କଟକ SCB କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।…

ଅମର ଭାଙ୍ଗିବେ ଅମରଙ୍କ ଗଡ।ରାଜନୀତିରେ ସ୍ଲିପର ସେଲ “ଯୁବପୀଢି”!

ଅମର ଭାଙ୍ଗିବେ ଅମରଙ୍କ ଗଡ! ଯାଜପୁର ତା-୧୩-୦୧-୨୦୨୧ ରାଜ୍ୟ ରାଜନୀତି ଦିନକୁ ଦିନ କଳୁଷିତ ହେଉଥିବା ବେଳେ, ସରକାରୀ ଦଳର କଳ, ଦଳ, ବଳ, ଦିନକୁ ଦିନ ସ୍ଥିତି ମଜବୁତ୍ କରୁଛି। ନିକଟ ଅତୀତରେ ସରକାରୀ ଦଳର ପ୍ରତିଷ୍ଠା ଦିବସ ଯାଇଥିବା ବେଳେ। ସଂଗଠନ ମଜବୁତ ପାଇଁ ବିଭିନ୍ନ…

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯୁବକ ଭର୍ତ୍ତି।

ଯାଜପୁର ତା-୦୯-୦୧- ୨୦୨୧ ବାଲିଚନ୍ଦ୍ରପୁର ଥାନାରେ ସନ୍ଧ୍ଯା ସମୟରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ହାଜର ହେବା ଓ ପୋଲିସ ଉକ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ବାଲିଚନ୍ଦ୍ରପୁର ଅଞ୍ଚଳରେ ଆତଙ୍କ ଖେଳେଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ…

ଜନ୍ମ ଦିନରେ ଚାଲିଗଲେ କଳିଙ୍ଗ ।

ଯାଜପୁର ତା-୦୯-୦୧- ୨୧ ଏମିତି ବି ସମୟ ଆସି ପହଞ୍ଚେ, କେହି କେବେ କଳ୍ପନା କରିପାରେ ନାହିଁ। କିନ୍ତୁ ଏଭଳି ଘଟଣା ଘଟିଛି, ବଡଚଣା ବ୍ଲକ, ମଝିପଡା ପଞ୍ଚାୟତ ଚଣ୍ଡିଆ ଗ୍ରାମରେ। ଉକ୍ତ ଗ୍ରାମର ଶ୍ରୀଧର ଦେଓଙ୍କ ପୁଅ କଳିଙ୍ଗ କିଶୋର ଦେଓଙ୍କର ଗତକାଲି ଏସସିବି…

ଆସନ୍ତା ୧୪ ଓ ୧୫ରେ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ।

ନୟାଗଡ଼ ତା-୦୯-୦୧- ୨୦୨୧ ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ମାଣିକଗଡ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି। ଚଳିତ ମାସ ୧୪ ଓ ୧୫ ତାରିଖରେ ଦୁଇ ଦିନ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ ହେବ। ମା ମହିଷାମର୍ଦ୍ଦିନୀ ଭଲି କ୍ଲବ ଆୟୋଜିତରେ…

ବୌଦ୍ଧ ପର୍ବତ ଉପରେ ପାଞ୍ଚ ଶହ ଗଛ ଲଗାଇବାକୁ ମହାବାହୁ ଗ୍ରୁପର ଲକ୍ଷ୍ଯ।

ଯାଜପୁର ତା-୦୯-୦୧-୨୦୨୧ ବୃକ୍ଷ ହିଁ ଜୀବନ ।କମ ଦିନ ଭିତରେ ମହାବାହୁ ଗ୍ରୁପ ଓଡ଼ିଶା ତରଫରୁ ଏକ ପରିବେଶକୁ ସନ୍ତୁଳନ କରିବା ଉଦ୍ଧେଶ୍ୟରେ ଓ ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ପଶୁ ଓ ପକ୍ଷୀ ମାନଙ୍କ ଖାଦ୍ୟ ଯୋଗାଣ ନିମନ୍ତେ ଏକ ମହାବାହୁ ଉଦ୍ୟାନ କରାଯିବା ଲାଗି ନିଷ୍ପତ୍ତି…

ଚାରି ମୃତ, ଦୁଇଜଣ ଜୀବନ ସହ ଲଢେଇ କରୁଛନ୍ତି:ଆରଏସପି ଗ୍ଯାସ ଲିକ

ଆରଏସପିରେ ଗ୍ୟାସ୍ ଲିକ୍, ୪ ମୃତ ୨ ଗୁରୁତର ରାଉରକେଲା ତା-୦୬-୦୧-୨୦୨୦ ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଗ୍ୟାସ ଲିକ୍‌। ସିସିଡି ବିଭାଗରେ ଗ୍ୟାସ ଲିକ୍‌ ଯୋଗୁଁ ୨ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଆହତ…

ବଜେଟ ଅଧିବେଶନ ଦୁଇ ଭାଗରେ ଚାଲିବ।

୨୯ରୁ ସଂସଦର ବଜେଟ୍ ଅଧିବେଶନ ନୂଆଦିଲ୍ଲୀ ତା-୦୬-୧-୨୦୨୧ ସଂସଦୀୟ ବ୍ୟାପାର କମିଟି (ସିସିପିଏ) 29 ଜାନୁଆରୀରୁ ବଜେଟ୍ ଅଧିବେଶନକୁ ସୁପାରିଶ କରିଛି। ଏଥର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଚାଲିବ। 29 ଜାନୁୟାରୀରୁ 15 ଫେବୃଆରୀ ଭାଗ 1 ରେ ଏବଂ 8 ମାର୍ଚ୍ଚରୁ 8…