News portal website
before header

ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ତା-୦୩-୦୫-୨୦୨୧ ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର…

ଆଇପିଏଲ ରେ କରୋନା କଣ୍ଟା!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ…

ପୁଣି ମମତା ମୁଖ୍ଯମନ୍ତ୍ରୀ:୫ରେ ଶପଥ ଗ୍ରହଣ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆସନ୍ତା ମେ ୫ ତାରିଖରେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ । ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଦି ।ମୋଟ ୨୧୧ଟି ଆସନ…

ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ!

ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ୍ ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ ।ଏ ଖବର ପାଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଶୋକ ବ୍ଯକ୍ତ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି। ତାଙ୍କ ପରିବାରବର୍ଗଙ୍କୁ…

ଗାଁ ରେ ଆଡ୍ଡା ଜମେଇଛି ଚୋରା ମଦ ବେପାର

ଚୋରା ମଦବେପାରୀଙ୍କୁ ଧରିବେ କି ବାଲିଚନ୍ଦ୍ରପୁର ଥାନାଧିକାରୀ? କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୩-୦୫-୨୦୨୧ ଗାଁ ରେ ଆଡ୍ଡା ମେଲାଇଛି ଚୋରା ମଦ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସତେ ଯେମିତି ଗୋଟିଏ ସୁବର୍ଣ୍ଣ ସୁଯୋଗ ନେଇଆସିଛି। ରାତି ଅନ୍ଧାରରେ ବେଶ୍ଆଡ୍ଡା ଜମୁଛି ଚୋରା ମଦ ର…

ରାଜ୍ୟ ବିଜୟୀ ରାଣୀ ପରାଜୟୀ;ପଶ୍ଚିମବଙ୍ଗ ରାଜନୀତି।

ନନ୍ଦିଗ୍ରାମ ପାଇଁ ବହୁତ ସଂଘର୍ଷ କରିଥିଲି ହେଲେ ନନ୍ଦିଗ୍ରାମବାସୀ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ଗ୍ରହଣ କରୁଛି: ମମତା ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ପଶ୍ଚିମବଙ୍ଗ ରାଜନୀତିରେ ରୋଚକ ମୋଡ।ରାଜ୍ଯର ନିର୍ବାଚନ ଫଳାଫଳ ଆଜି ବାହାରୁଥିବା ଟିଏମସି ସଂଖ୍ଯା ଗରିଷ୍ଠତା ହାସଲ…

ଶିଳ୍ପ କାରଖାନା ପାଇଁ ଡ୍ରୋନ ପ୍ରସ୍ତୁତ କରୁଛି କଟକ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁସନ।

କଟକ / ଅଷ୍ଟିନ୍ ନ୍ୟୁଜ ତା-୦୨-୦୫-୨୦୨୧ କଟକ ଠାରେ ଆଇ. ଜି. ଡ୍ରୋନ ସହ ଆଇ. ଟି. ଆଇ (ଇନ୍ଡଷ୍ଟ୍ରୀଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍) ମିଳିତ ଭାବରେ ଡ୍ରୋନ କ୍ୟାମେରା ଉତ୍ପାଦନ କରିବା ଆରମ୍ଭ କରିଛନ୍ତି। ଶିଳ୍ପ କାରଖାନା ମାନଙ୍କର ଚାହିଦା ଅନୁଯାଇ ପ୍ରସ୍ତୁତ ହେଇଚୁ ଆଇ. ଜି.…

ଦିଦିଙ୍କ କମାଲ:ଗଢିବେ ସରକାର!

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ତା-୦୨-୦୫-୨୦୨୧ ଏକଜିଟ୍ ପୋଲ୍ସ ଏକଜାକ୍ଟ ହେବନି କିନ୍ତୁ ହାରାହାରି ଆକଳନ ସମାନ ହୋଇପାରେ । ତେବେ ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା ହୋଇଛି । ଅପରାହ୍ନ ୩ଟା ସୁଦ୍ଧା ୨୦୫ ଆସନରେ ଆଗୁଆ ତୃଣ ମୂଳ କଂଗ୍ରେସ । ଦଳର କର୍ମୀମାନେ ନାତଗୀତ ଆରମ୍ଭ…

ବିଶ୍ଵ ହାସ୍ୟ ଦିବସ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୨-୦୫-୨୦୨୧ ଇଂରାଜୀରେ କୁହାଯାଏ "ଲଫ୍ଟର୍ ଇଜ୍ ଦି ବେସ୍ଟ ମେଡିସିନ।" ସବୁବେଳେ ହସଖୁସିରେ ରହିବ ଭଲା ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାହା ପ୍ରକୃତରେ ଆପଣଙ୍କୁ ସୁସ୍ଥସବଳ ରଖିପାରିବ? ଆଜି ୱାର୍ଲ୍ଡ ଲଫ୍ଟର ଡେ ଉପଲକ୍ଷେ ଆସନ୍ତୁ ଜାଣିବା…

ଲକଡାଉନରେ ଚେକିଙ୍ଗ ଜୋରଦାର

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୨/୦୫/୨୦୨୧ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନିଆଯାଇଛି ରାଜ୍ୟରେ ଲାଗିଛି ୧୫ ଦିନିଆ ଲକଡାଉନ୍…