News portal website
before header

ସଂକ୍ରମଣ କମୁଥିବା ବେଳେ;ଅଧିକ ଯାଉଛି ଜୀବନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୩ହଜାର ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫ହଜାର ୮୨ । କ୍ବାରେଣ୍ଟାଇନରୁ ୧୭ଶହ୩୮,…

ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଜନତା ଆସିଲେ ଯୋଗ ଆସନରେ।

ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ ତା-୨୧-୦୬-୨୦୨୧ ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି। କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି…

ଆର୍ନ୍ତଜାତୀୟ ଯୋଗ ଦିବସ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୧-୦୬-୨୦୨୧ ଆଜି ହେଉଛି ବିଶ୍ବ ଯୋଗ ଦିବସ,ସାଧାରଣତଃ ଯୋଗ ଦ୍ବାରା ବିଭିନ୍ନ ପ୍ରକାରର ରୋଗ,ଶାରୀରିକ ସମସ୍ୟାକୁ ଦୂର କରାଯାଇଥାଏ। ଯୋଗ କଲେ ନିରୋଗ ରୁହନ୍ତି। ବିଶ୍ବର ପ୍ରାୟ କୋଟି କୋଟି ଲୋକ ମୁଖ୍ୟତଃ ପ୍ରାତଃ ଓ ସନ୍ଧ୍ଯା ସମୟରେ ଯୋଗ…

ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ବାର୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ରେ କଟକଣା କୋହଳ କରାଯାଇଛି । ତେବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ମିଳିଥିବା ବେଳେ । ଦିଲ୍ଲୀ ରେ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବ । ମିଳିଥିବା ସୂଚନା ଅନୁସାରେ ଦିନ…

୨୪ ଶ୍ରମିକ ଦାଦନ ଚାଲାଣ ବେଳେ, ପାପଡାହାଣ୍ଡି ପୋଲିସର ଚଢାଉ;ଦୁଇ ଗିରଫ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ନବରଙ୍ଗପୁରରେ ପୁଣି ୨୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହ , ତେଲେଙ୍ଗାନର ଏକ ଘରୋଇ ବସ ଅଟକ ରଖିଛି ପାପଡାହାଣ୍ଡି ପୋଲିସ ।ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ ହେଉଥିବା ଖବର ପାଇ…

ମାଓ କ୍ଯାମ୍ପରେ ପୋଲିସ ଚଢାଉ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ପୋଲସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । 2 ମାଓ କମାଣ୍ଡର ନିହତ ହୋଇଥିବାବେଳେ ବିପୁଳ ପରିମାଣର…

ତାମିଲନାଡୁରେ ବଢିଲା ଲକଡାଉନ ଅବଧି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ପୁଣି ଘୁଞ୍ଚିଲା ଲକଡାଉନ୍ ,କମିବାର ନାଁ ନେଉନାହିଁ ନଥିବା ସମୟରେ ସ୍ଥିତିରେ ସୁଧାର ପରିଲିଖିତ ହେଉଛି। କରୋନା ସଂକ୍ରମଣ କମିଥିଲେ ବି ବିପଦ ଏଡାଇବାକୁ ସରକାର ଆଉ ୭ ଦିନ ଲକଡାଉନ୍ ଘୁଞ୍ଚାଇ ଦେଇଛନ୍ତି । ତାମଲନାଡୁରେ ଏଣିକି…

ତେଲେଙ୍ଗାନାରେ ହଟିଲା ଲକଡାଉନ!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ କରୋନା ମହାମାରୀର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ହଟାଇ ଦେଇଛନ୍ତି। ଏହା ପରେ ସ୍କୁଲ-କଲେଜ୍ ପୁନର୍ବାର ଖୋଲିବାକୁ ଅନୁମତି ଦିଆଯାଇଛି। କ୍ୟାବିନେଟ୍‌ର ସମସ୍ତ…

ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଦୁଇ ଯୁବକ!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ନଦୀରେ ଗାଧୋଉ ଥିବା ସମୟରେ ଭାସିଗଲେ ୨ ଯୁବକ । ଯାଜପୁର ଜିଲ୍ଲା ବରୀ ବ୍ଲକ ସଂକରାକୁଳରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି…

ଜୀବନ ଯୁଦ୍ଧରେ ହାରିଗଲେ ,ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌…