Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
୧୪ ଦିନିଆ ଲକଡାଉନ୍ ରେ କ’ଣ ଖୋଲା ଏବଂ ବନ୍ଦ?
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୦୨/୦୫/୨୦୨୧
କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସାରା ରାଜ୍ୟରେ ଲାଗିଲା ଲକଡାଉନ ରେ ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ!-->!-->!-->!-->!-->…
ସାମ୍ବାଦିକ ହେଲେ “ଫ୍ରଣ୍ଟ ଲାଇନ ଓ୍ବାରିୟର”-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୦୨-୦୫- ୨୦୨୧
ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ!-->!-->!-->!-->!-->…
ରାଜ୍ୟରେ ୧୪ ଦିନ ଲକଡାଉନ;ମୁଖ୍ଯ ଶାସନ ସଚିବ।
ଶନିବାର ଓ ରବିବାର ସଟଡାଉନ ବଳବତ୍ତର
ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱର
ତା-୦୨-୦୫-୨୦୨୧
ରାଜ୍ଯର ୧୪ ଦିନ ପାଇଁ ଲକଡାଉନ।ଘୋଷଣା କଲେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ଏହି ଲକଡାଉନ ଏହି ମାସ ୫ ତାରିଖରୁ ଲାଗୁ। ମେ ମାସ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ!-->!-->!-->!-->!-->!-->!-->!-->!-->…
ହାପି ବାର୍ଥଡେ ହିଟ୍ ମ୍ୟାନ୍
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୧-୦୫-୨୦୨୧
ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ,!-->!-->!-->!-->!-->…
ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।
ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି?
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୧-୦୫-୨୦୨୧
ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ!-->!-->!-->!-->!-->!-->!-->…
ଚାକିରି ଅନିଶ୍ଚିତତାରେ ଶତକଡା ୯୫ ଭାଗ ଭାରତୀୟ।
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୦୧/୦୫/୨୦୨୧
ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫!-->!-->!-->!-->!-->…
ପରଲୋକରେ ଭେଟେରାନ ଅଭିନେତା:ବିକ୍ରମଜିତ
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୧/୦୫/୨୦୨୧
କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ!-->!-->!-->!-->!-->…
ଭିତରକନିକା ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଧ
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୧/୦୫/୨୦୨୧
ଆଜିଠୁ ବନ୍ଦ ରହିବ ଭିତରକନିକା । କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛି ବନବିଭାଗ ।ଖବର ଅନୁଯାୟୀ, କୁମ୍ଭୀର!-->!-->!-->!-->!-->…
ଆଜି ଆର୍ନ୍ତଜାତୀୟ ଶ୍ରମିକ ଦିବସ।
କଟକ/ଅଷ୍ଟିନ୍ ନ୍ୟୁଜ୍
ତା-୧-୦୫-୨୦୨୧
ଆଜି ହେଉଛି "ମେ ଡେ" ବା "ଆନ୍ତର୍ଜାତୀୟ ଶ୍ରମିକ ଦିବସ"। ଏହି ଦିବସ ର ଉତ୍ପତ୍ତି ଦିନକୁ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ରୁ ହୋଇଥିଲ ଯାହାକୁ ପରବର୍ତ୍ତୀ ସମୟରେ ଏକ ଆନ୍ଦୋଳନ ରେ ପରିଣତ ହୋଇଥିଲା। ୧୮୮୨ ମସିହା ରେ ପ୍ରଥମ ଥର ପାଇଁ ଏହି!-->!-->!-->!-->!-->…
“ଶ୍ରମିକ ଓ ସାମ୍ବାଦିକ “- ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ଆଲେଖ୍ୟ।
"ସାମ୍ବାଦିକ" ପୃଥିବୀର ଅନ୍ୟତମ କଷ୍ଟକର ଓ ଭୟାନକ ଚାକିରି କରୁଥିବା, ସବୁ ସାମ୍ବାଦିକଙ୍କୁ ମଇ ଦିବସର ଅଶେଷ ଶୁଭେଚ୍ଛା।
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୦୧-୦୫-୨୦୨୧
ସାରାବିଶ୍ୱରେ ମଇ ୧ତାରିଖକୁ ଅର୍ନ୍ତଜାତୀୟ ଶ୍ରମିକ ଦିବସ ମାନ୍ଯତା ମିଳିଥିବା ବେଳେ, ଦୀର୍ଘ ଦୁଇ!-->!-->!-->!-->!-->!-->!-->!-->!-->…
