Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଦାୟିତ୍ବ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି
ଭୁବନେଶ୍ବର:
ତା୨୫-୧୧-୨୦୨୦
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର୍ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରଫେସର୍ ଭାବେ ସେ ଏହି ପଦର ଗୁରୁ ଦାୟିତ୍ଵ ତୁଲାଇବେ। ଗୁଣାତ୍ମକ ଶିକ୍ଷା ସହ ଗବେଷଣା,!-->!-->!-->!-->!-->…
ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଦଳରେ ମିଳିବ ଟଙ୍କା
ଭୁବନେଶ୍ୱର:
ତା-୨୫-୧୧-୨୦୨୦
ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଦଳରେ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୨୦୧୩ ମସିହାରୁ ଯୁକ୍ତ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୫ ହଜାର!-->!-->!-->!-->!-->…
IIFL ଲୁଟର ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ବର:
ତା-୨୫-୧୧-୨୦୨୦
କଟକ IIFL ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଗିରଫକରିଛି ପୋଲିସ। ଲାଲା ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଲାଲା ନିକଟରୁ ଅଡି କାର ଓ ବୁଲେଟ ଜବତ ହୋଇଛି। ଜବତ ଗାଡ଼ି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଲାଲା। ଏ!-->!-->!-->!-->!-->…
ସ୍ଥଳଭାଗ ମୁହାଁ ବାତ୍ୟା ‘ନାଭିର’
ଭୁବନେଶ୍ବର
ତା-୨୫-୧୧-୨୦୨୦
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି। ନିଭାର୍ ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି!-->!-->!-->!-->!-->…
କରୋନାରେ ପ୍ରାଣ ହରାଇଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ
ନୂଆଦିଲ୍ଲୀ: କଂଗ୍ରେସର ଜଣେ ଭେଟେରାନ ନେତା ଅହମ୍ମଦ ପଟେଲ ଆଜି ସକାଳେ ପ୍ରାଣ ହରାଇଛନ୍ତି। ତାଙ୍କ ପୁଅ ଫୈଜଲ ଟ୍ୱିଟ କରି ତାଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଣ୍ଡାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ ସକାଳ 3:30 ରେ ଶେଷ ନିଶ୍ୱାସ!-->…
ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ
ଭୁବନେଶ୍ବର:
ତା ୨୪-୧୧-୨୦୨୦
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ। କୋଭିଡ 19 ପାଇଁ କଟକଣା ଜାରି କଲେ ସରକାର। ନଦୀ, ସମୁଦ୍ର ଓ ପୋଖରୀ ଭଳି ଜଳାଶୟରେ ଗହଳି କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ!-->!-->!-->!-->!-->…
ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ!
ଭୁବନେଶ୍ବର:
ତା-୨୪-୧୧-୨୦୨୦
ରାଜ୍ଯ ରାଜନୀତିରେ ବଡଧରଣର ଅଦଳବଦଳ ହେବାର ସମ୍ଭାବନା ରହୁଛି। ବିଶେଷକରି ନବୀନ ସରକାରଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର!-->!-->!-->!-->!-->…
ବ୍ଯାନ ହେଲା ୪୩ ମୋବାଇଲ ଆପ!
ନୂଆଦିଲ୍ଲୀ
ତା-୨୪-୧୧-୨୦୨୦
ଚାଇନା ଗାଲରେ ପୁଣି ଚାପୁଡା ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର। ଆଜି ଏ ନେଇ ଖବର ସାମ୍ନା କୁ ଆସିଛି। ସ୍ନାକ ଭିଡିଓ ଭଳି ୪୨ଟି ମୋବାଇଲ ଆପ କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ!-->!-->!-->!-->!-->…
ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ।
ଯାଜପୁର
ତା-୨୩-୧୧-୨୦୨୦
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣାରେ, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଛି।ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ!-->!-->!-->!-->!-->!-->!-->…
ଆସାମର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ବିୟୋଗ!
ଆସାମ
ତା-୨୩-୧୧-୨୦୨୦
ଆସାମର ତିନି ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ତରୁଣ ଗୋଗେଇଙ୍କର ୮୬ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଗୌହାଟିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି !
ଅଗଷ୍ଟ ମାସ ଶେଷ ସପ୍ତାହରେ ସେ କରୋନା!-->!-->!-->!-->!-->!-->!-->…
